ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର। ଖଲ୍ଲିକୋଟ କହେଁଇପୁର ନିକଟରେ ଗତ ରାତିରେ  ପୋଲିସ୍ ଗୁଳିରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ସଉରୀ ନାହାକ ଓ ମିଟୁ ପ୍ରଧାନ। ସଉରୀର ଦୁଇଟି ଗୋଡ଼ରେ  ଗୁଳି ବାଜିଥିବା ବେଳେ ମିଟୁର ଗୋଟିଏ  ଗୋଡରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଉଭୟଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ସୂଚନାଯୋଗ୍ୟ ଯେ,  ଗତ ଅଗଷ୍ଟ ୨୮ ତାରିଖରେ […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 10:35 AM IST

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର। ଖଲ୍ଲିକୋଟ କହେଁଇପୁର ନିକଟରେ ଗତ ରାତିରେ  ପୋଲିସ୍ ଗୁଳିରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ସଉରୀ ନାହାକ ଓ ମିଟୁ ପ୍ରଧାନ। ସଉରୀର ଦୁଇଟି ଗୋଡ଼ରେ  ଗୁଳି ବାଜିଥିବା ବେଳେ ମିଟୁର ଗୋଟିଏ  ଗୋଡରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଉଭୟଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଛି।

ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ସୂଚନାଯୋଗ୍ୟ ଯେ,  ଗତ ଅଗଷ୍ଟ ୨୮ ତାରିଖରେ ପୁରୀ ଦକ୍ଷିଣକାଳୀ ମନ୍ଦିର ନିକଟରେ ଏନ୍‌କାଉଣ୍ଟର ହୋଇଥିଲା। ପୋଲିସ୍ ଗୁଳିରେ ଅପରାଧୀ ସଞ୍ଜୟ ବେହେରା ଓରଫ ପାରା ଗୁରୁତର ଆହତ ହୋଇଥିଲା।

Related story