ପାଣି ପିଇବାକୁ ଯାଇ ଗାତରେ କଲବଲ; ଚାରି ହାତୀ ଉଦ୍ଧାର
- Published: Saturday, 27 May 2017
- , Updated: 27 May 2017, 10:32 AM IST
<p>[vc_row][vc_column][vc_video link=": ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ତାରାସିଂ ବନାଞ୍ଚଳରୁ ୪ ହାତୀକୁ ଉଦ୍ଧାର କରାଯାଇଛି। ଦୁବପଲ୍ଲୀ ଓ ଶିଶୁଲୁଣ୍ଡା ଅଞ୍ଚଳରେ ୨ଟି ବଡ଼ ଗାତରେ ୨ ହଳ ମା’ ଓ ଛୁଆ ହାତୀ ପଡି ଯାଇଥିଲେ।</p>
<p>ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ୪ ହାତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପାଣି ପିଇବା ପାଇଁ ଯାଇ ହାତୀଗୁଡ଼ିକ ଗାତରେ ପଡି ଯାଇଥିବା ଅନୁମାନ କରାଯାଉଛି।[/vc_column_text][/vc_column][/vc_row]</p>