ଛାତ୍ରୀଙ୍କୁ ପ୍ରଫେସରଙ୍କ ପ୍ରେମ ନିବେଦନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତାତି

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଜଣେ ପିଜି ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଛନ୍ତି ଓଡ଼ିଆ ପ୍ରଫେସର। ଛାତ୍ରୀଙ୍କୁ ପିଏଚଡି କରାଇ ଦେବାକୁ ପ୍ରଲୋଭନ ଦେଖାଇ ଏହି ପ୍ରଫେସର ଯୌନ ଉଦ୍ଦିପକ କଥାବାର୍ତ୍ତା କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଯାହାକୁ ନେଇ ଆଜି ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ହୁଲସ୍ତୁଲ୍ ହୋଇଛି। ଏଥିସହ ଲୁଚି ରହିଥିବା ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ପୀଡ଼ିତା ଛାତ୍ରୀ ସିଧାସଳଖ ଏଭଳି ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ପୁଲିସ ମାମଲା କରି ଅଭିଯୁକ୍ତ ପ୍ରଫେସରଙ୍କୁ […]

Beherampur

Beherampur

Niranjan Mishra
  • Published: Saturday, 23 July 2022
  • Updated: 23 July 2022, 09:33 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଜଣେ ପିଜି ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଛନ୍ତି ଓଡ଼ିଆ ପ୍ରଫେସର। ଛାତ୍ରୀଙ୍କୁ ପିଏଚଡି କରାଇ ଦେବାକୁ ପ୍ରଲୋଭନ ଦେଖାଇ ଏହି ପ୍ରଫେସର ଯୌନ ଉଦ୍ଦିପକ କଥାବାର୍ତ୍ତା କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଯାହାକୁ ନେଇ ଆଜି ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ହୁଲସ୍ତୁଲ୍ ହୋଇଛି। ଏଥିସହ ଲୁଚି ରହିଥିବା ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ପୀଡ଼ିତା ଛାତ୍ରୀ ସିଧାସଳଖ ଏଭଳି ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ପୁଲିସ ମାମଲା କରି ଅଭିଯୁକ୍ତ ପ୍ରଫେସରଙ୍କୁ ବାନ୍ଧି ସାରିଛି। ସେ ବେଲରେ ମଧ୍ୟ ଆସିଛନ୍ତି। ହେଲେ ୧୫ ଦିନ ବିତିଥିଲେ ହେଁ ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଶୃଙ୍ଖଳା କମିଟି ଏହି ଘଟଣାକୁ ଗୁରୁତ୍ୱ ନ ଦେବା ଓ ତଦନ୍ତ ନ କରିବା ନେଇ ଆଜି କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ ପୁଲିସ ମଧ୍ୟ ପହଞ୍ଚିଥିଲା।

ଏହି ଘଟଣାରେ ପ୍ରଫେସରଙ୍କୁ ହାତ ଉଠାଇଥିବା ଦୁଇ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ପରୀକ୍ଷା ଦେବାରୁ ବାରଣ କରିବାକୁ ନେଇ ଛାତ୍ରଛାତ୍ରୀମାନେ ଅନ୍ଦୋଳନ କରିଥିଲେ। ଯାହା ପରେ ଘଟଣା ପଦାକୁ ଆସିଛି।

ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରଫେସରଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ ସହ ପାଠପଢ଼ାଇବାକୁ ଅନୁମତି ଦିଆଯାଇଛି। ଦୁଇ ଛାତ୍ର ମଧ୍ୟ ବେଲରେ ଆସିଛନ୍ତି। ହେଲେ ଏହି ଛାତ୍ରଙ୍କୁ ଆଜି ଚାଲିଥିବା ପରୀକ୍ଷାରେ ବସିବାକୁ ଦିଆଯାଇ ନ ଥିଲା। ଯାହାକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ପୀଡ଼ିତା ଛାତ୍ରୀ ତାଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନ୍ୟାୟ ଦେଉ ନ ଥିବା କହିଥିଲେ। ପରେ ଏହି ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ରୀ ଉତ୍ପୀଡ଼ର ସାଂଘାତିକ ତଥ୍ୟ ପଦାକୁ ଆସିଛି।

ଗଣମାଧ୍ୟମକୁ ଘଟଣା ଆସିବା ପରେ ହରଡ଼ଘଣାରେ ପଡ଼ିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଗୋଟିଏ କି ଦୁଇଟି ନୁହେଁ ପୂରା ତିନି ତିନିଟି ଅଭିଯୋଗ ସାମ୍ନାକୁ ଆସିଛି। ଯାହା ପରେ ଭଞ୍ଜବିହାରର ଗାରିମା ଉପରେ ଉଠିଛି ପ୍ରଶ୍ନବାଚୀ।

ସେହିପରି ଜଣେ  ଇଂରାଜୀ ପ୍ରଫେସର ଜଣେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ସହ ପିଏଚଡି କରାଇ ଦେବାକୁ ନେଇ ଯୌନ ଉଦ୍ଦିପକ କରିବା ଅଭିଯୋଗ ହୋଇଛି। ଏହାର ଅଡ଼ିଓ ମଧ୍ୟ ଭାଇରାଲ ହୋଇଛି। ତେବେ ସମ୍ପୃକ୍ତ ଇଂରାଜୀ ପ୍ରଫେସର ଏହି ଅଡିଓ ତାଙ୍କର ନୁହେଁ ବୋଲି ସିଧାସଳଖ ମନା କରିଦେଇଛନ୍ତି।

ସେହିପରି ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଜଣେ ପ୍ରଫେସର ଛାତ୍ରୀମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଇବ୍ରେରୀରେ ରହିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ଉଠିଛି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ପିଜି କାଉନସିଲକୁ ତଦନ୍ତ ପାଇଁ ଦେଇଥିଲେ ହେଁ ଏହାର ନିଷ୍କର୍ସ ବାହାରିନି।

ସେପଟେ ଘଟଣା ସମ୍ପର୍କରେ ଆଇସିସି କମିଟିକୁ ଘଟଣା ଜଣାଇ ଦିଆଯାଇଥିବା ଏବଂ ସିଣ୍ଡିକେଟ ବୈଠକ ଡକାଇ ଏହାର ନିଷ୍ପତ୍ତି ନିଆଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story