ଭବାନୀପାଟଣା: କୃଷିବୀମା ପ୍ରଦାନ ଦାବିରେ ରାସ୍ତାରୋକ

ଭବାନୀପାଟଣା: କୃଷିବୀମା ପ୍ରଦାନ ଦାବିରେ ଭାନପୁର ପଞ୍ଚାୟତର ଲୋକେ ଭବାନୀପାଟଣା-ମଦନପୁର ରାମପୁର ରାସ୍ତା ଅବରୋଧ କରିଛନ୍ତି। ୨୦୧୫-୧୬ ବର୍ଷର କୃଷିବୀମା ପଞ୍ଚାୟତବାସୀଙ୍କୁ ଦିଆଯାଇ ନ ଥିବା ଅଭିଯୋଗରେ ଏପରି ରାସ୍ତାରୋକ କରାଯାଇଛି। ଏ ନେଇ ପୂର୍ବରୁ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛୁ ବୋଲି ଅଞ୍ଚଳର ଚାଷୀ କହିଛନ୍ତି।

bhabanipatana

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 01:41 PM IST

ଭବାନୀପାଟଣା: କୃଷିବୀମା ପ୍ରଦାନ ଦାବିରେ ଭାନପୁର ପଞ୍ଚାୟତର ଲୋକେ ଭବାନୀପାଟଣା-ମଦନପୁର ରାମପୁର ରାସ୍ତା ଅବରୋଧ କରିଛନ୍ତି। ୨୦୧୫-୧୬ ବର୍ଷର କୃଷିବୀମା ପଞ୍ଚାୟତବାସୀଙ୍କୁ ଦିଆଯାଇ ନ ଥିବା ଅଭିଯୋଗରେ ଏପରି ରାସ୍ତାରୋକ କରାଯାଇଛି।

ଏ ନେଇ ପୂର୍ବରୁ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛୁ ବୋଲି ଅଞ୍ଚଳର ଚାଷୀ କହିଛନ୍ତି।

Related story