ଭଦ୍ରକ: ଚଳନ୍ତା ବସ୍‌ରେ ନିଆଁ, ଯାତ୍ରୀ ସୁରକ୍ଷିତ

ଭଦ୍ରକ: ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ‘ଶ୍ରୀକୁଞ୍ଜ’ ନାମକ ଏକ ଚଳନ୍ତା ବସ୍‌ରେ ଆଜି ଅପରାହ୍ନରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗି ଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଡାହାଣିଗଡ଼ିଆ ଛକ ନିକଟରେ ବସ୍‌ର ପଛ ପାର୍ଶ୍ୱ ଲଗେଜରେ ଶବ୍ଦ କରିଥିଲା। ଚକା ଫାଟିଛି ବୋଲି ଭାବି ଚାଳକ ଗାଡ଼ି ଅଟକାଇ ଥିଲେ। ପରେ ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇ ଆସିଥିଲେ। କିଛି ସମୟ ପରେ […]

bhadrak bus accident

bhadrak bus accident

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 10:44 PM IST

Sports

Latest News

ଭଦ୍ରକ: ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ‘ଶ୍ରୀକୁଞ୍ଜ’ ନାମକ ଏକ ଚଳନ୍ତା ବସ୍‌ରେ ଆଜି ଅପରାହ୍ନରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗି ଥିବା ଜଣାପଡ଼ିଛି।

ଭଦ୍ରକ ଜିଲ୍ଲା ଡାହାଣିଗଡ଼ିଆ ଛକ ନିକଟରେ ବସ୍‌ର ପଛ ପାର୍ଶ୍ୱ ଲଗେଜରେ ଶବ୍ଦ କରିଥିଲା। ଚକା ଫାଟିଛି ବୋଲି ଭାବି ଚାଳକ ଗାଡ଼ି ଅଟକାଇ ଥିଲେ। ପରେ ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇ ଆସିଥିଲେ। କିଛି ସମୟ ପରେ ବସରେ ନିଆଁ ଲାଗି ଯାଇଥିଲା। ଭଦ୍ରକରୁ ଦୁଇଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story