ଭଦ୍ରକ ଜିଲ୍ଲା ପ୍ରଶାସନକୁ ସୁରତ ଫେରନ୍ତା ଚିନ୍ତା

ଭଦ୍ରକ (ପାର୍ଥସାରଥୀ ନାୟକ): ସୁରତରୁ ଫେରୁଥିବା ପ୍ରବାସୀ ଶ୍ରମିକମାନେ ପଞ୍ଜୀକରଣ କରିନାହାନ୍ତି। ଯାହାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛନ୍ତି। ଫେରୁଥିବା ପ୍ରବାସୀମାନେ ମାନେ ତିହିଡି, ଧାମନଗର ଓ ଚାନ୍ଦବାଲି ଅଞ୍ଚଳର ବୋଲି ସ୍ପଷ୍ଟ ହୋଇଛି। ପ୍ରବାସୀମାନେ ଘରକୁ ଫେରିବା ପୂର୍ବରୁ ଆଜି ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସଦଭାବନା ସଭାଗୃହରେ ହୋଇଯାଇଛି। ଏଥିରେ ସମସ୍ତ ବ୍ଲକ ଦାୟିତ୍ୱରେ ଥିବା ନୋଡାଲ ଅଫିସର, ବିଡ଼ିଓ ଓ ତହସିଲଦାରମାନେ ଯୋଗଦେଇ ଆଲୋଚନା କରିଥିଲେ। […]

surat-return

surat-return

Manoranjan Sial
  • Published: Thursday, 30 April 2020
  • Updated: 30 April 2020, 04:08 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ସୁରତରୁ ଫେରୁଥିବା ପ୍ରବାସୀ ଶ୍ରମିକମାନେ ପଞ୍ଜୀକରଣ କରିନାହାନ୍ତି। ଯାହାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛନ୍ତି। ଫେରୁଥିବା ପ୍ରବାସୀମାନେ ମାନେ ତିହିଡି, ଧାମନଗର ଓ ଚାନ୍ଦବାଲି ଅଞ୍ଚଳର ବୋଲି ସ୍ପଷ୍ଟ ହୋଇଛି।

ପ୍ରବାସୀମାନେ ଘରକୁ ଫେରିବା ପୂର୍ବରୁ ଆଜି ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସଦଭାବନା ସଭାଗୃହରେ ହୋଇଯାଇଛି। ଏଥିରେ ସମସ୍ତ ବ୍ଲକ ଦାୟିତ୍ୱରେ ଥିବା ନୋଡାଲ ଅଫିସର, ବିଡ଼ିଓ ଓ ତହସିଲଦାରମାନେ ଯୋଗଦେଇ ଆଲୋଚନା କରିଥିଲେ। ତଥ୍ୟ ଅନୁସାରେ ଯେଉଁମାନେ ବାହାର ରାଜ୍ୟରୁ ଆସିବେ, ସେମାନେ ପ୍ରଥମେ ତାଙ୍କ ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ପଞ୍ଜୀକରଣ ବ୍ୟବସ୍ଥାରେ କେତେକ ତ୍ରୁଟି ରହିଥିବାରୁ ତାହାର ସଠିକ ଓ ନିର୍ଭୁଲ ତଥ୍ୟ ମିଳିପାରୁନାହିଁ। ତେବେ ସୁରତ ଫେରନ୍ତାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି।

ଗତକାଲି ୩୫ରୁ ଅଧିକ ସୁରତରୁ ଏକ ବସ୍‌ରେ ଭଦ୍ରକ ଜିଲ୍ଲା ଅଭିମୁଖେ ଆସୁଛନ୍ତି। ଭଦ୍ରକ ଜିଲ୍ଲାରେ ‘କରୋନା’ ସ୍ଥିତିକୁ ଦେଖି ସୁରତ ଫେରନ୍ତାଙ୍କ ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଭଦ୍ରକରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବସ୍‌ଷ୍ଟାଣ୍ଡ ପଛ ପାର୍ଶ୍ୱରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ରାତ୍ର ବିଶ୍ରାମାଗାରରେ ରଖାଯିବ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ପରେ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ପହଞ୍ଚାତୟରେ କରାଯାଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯିବ। ଏପରିକି ସେମାନଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯିବାର ବ୍ୟବସ୍ଥା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story