ଭଦ୍ରକ ସ୍ଥିତି ସମୀକ୍ଷା କଲେ ପିସିସି ସଭାପତି

ଭଦ୍ରକ: ଅଶାନ୍ତ ଭଦ୍ରକର ସ୍ଥିତିରେ ସୁଧାର ଆସିଛି। ତଥାପି କିଛି ଅଘଟଣ ଆଶଙ୍କାରେ କର୍ଫ୍ୟୁ ବଳବତ୍ତର ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିବା ବେଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଭଦ୍ରକ ଯାଇଥିଲେ। ସେ ହିଂସା ଘଟିଥିବା ଅଞ୍ଚଳକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ପ୍ରସାଦ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏବଂ ନିରଞ୍ଜନ ପଟ୍ଟନାୟକଙ୍କ ସହ ଯାଇ କ୍ଷତିଗ୍ରସ୍ତ ଅଞ୍ଚଳରେ ବୁଲିବା ସହ ଲୋକଙ୍କ ସହ […]

pcc

Rakesh Mallick
  • Published: Wednesday, 12 April 2017
  • , Updated: 12 April 2017, 10:27 PM IST

ଭଦ୍ରକ: ଅଶାନ୍ତ ଭଦ୍ରକର ସ୍ଥିତିରେ ସୁଧାର ଆସିଛି। ତଥାପି କିଛି ଅଘଟଣ ଆଶଙ୍କାରେ କର୍ଫ୍ୟୁ ବଳବତ୍ତର ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିବା ବେଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଭଦ୍ରକ ଯାଇଥିଲେ। ସେ ହିଂସା ଘଟିଥିବା ଅଞ୍ଚଳକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ।

ପ୍ରସାଦ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏବଂ ନିରଞ୍ଜନ ପଟ୍ଟନାୟକଙ୍କ ସହ ଯାଇ କ୍ଷତିଗ୍ରସ୍ତ ଅଞ୍ଚଳରେ ବୁଲିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଶାନ୍ତି ବଜାୟୀ ରଖିବାକୁ ସେ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ।

Related story