ଭବାନୀପାଟଣା: ବାଇକ୍‌ ଓ ଟ୍ରକ୍‌ ଧକ୍କା, ମହିଳା ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଛତିକୁଡ଼ା ବଙ୍ଗଳା ଛକ ନିକଟରେ ଆଜି ସକାଳେ ଏକ ବାଇକ୍‌ ଓ ଟ୍ରକ୍‌  ମଧ୍ୟରେ ଧକ୍କା ହେବାରୁ  ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଲାଞ୍ଜିଗଡ଼ ବ୍ଲକର ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ବାଇକ୍‌ ଚାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ୧୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ କିଛି ସମୟ […]

accident

Rakesh Mallick
  • Published: Saturday, 17 September 2016
  • , Updated: 17 September 2016, 02:48 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଛତିକୁଡ଼ା ବଙ୍ଗଳା ଛକ ନିକଟରେ ଆଜି ସକାଳେ ଏକ ବାଇକ୍‌ ଓ ଟ୍ରକ୍‌  ମଧ୍ୟରେ ଧକ୍କା ହେବାରୁ  ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତାହତମାନେ ଲାଞ୍ଜିଗଡ଼ ବ୍ଲକର ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ବାଇକ୍‌ ଚାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ୧୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ  ବ୍ରହ୍ମପୁର ଓ ଲାଞ୍ଜିଗଡ଼କୁ ଯୋଗାଯୋଗ ବ୍ୟାହତ ହୋଇଥିଲା।

Related story