ଭଞ୍ଜନଗର: ଢେପଗୁଡା ଗାଁରେ ହୋଇଥିବା ଗର୍ତ୍ତର ଅନୁଧ୍ୟାନ କଲେ ସ୍ୱତନ୍ତ୍ର ଟିମ

ଭଞ୍ଜନଗର: ରାଇକିଆ ବ୍ଲକର ଢେପାଗୁଡା ଗାଁରେ ହୋଇଥିବା ବଡ ବଡ ଗର୍ତ୍ତର କାରଣ ଜାଣିବାକୁ ଭୂତତ୍ୱବିତ ଟିମ ଓ ପ୍ରଶାସନ ରବିବାର ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। କେଉଁ କାରଣ ଯୋଗୁଁ ଭୂସ୍ଖଳନ ହୋଇ ବଡ ବଡ ଗର୍ତ୍ତ ସୃଷ୍ଟି ହେଲା, ଗଛ ଭୁଶୁଡି ପଡିଲା ତାହାର ଅନୁସନ୍ଧାନ କରିବେ ଏହି ଟିମ। ସୃଷ୍ଟି ହୋଇଥିବା ଗର୍ତ୍ତଗୁଡିକର ଗଭୀର ପ୍ରାୟ ୪୦ ଫୁଟରୁ ଅଧିକ ହେବ ବୋଲି ଅନୁମାନ କରୁଛି ଏହି ଟିମ। ଲଗାଣବର୍ଷା ଯୋଗୁଁ ଏହି […]

bhanjanagara

bhanjanagara

Rakesh Mallick
  • Published: Sunday, 20 September 2015
  • Updated: 21 September 2015, 03:59 AM IST

Sports

Latest News

bhanjanagaraଭଞ୍ଜନଗର: ରାଇକିଆ ବ୍ଲକର ଢେପାଗୁଡା ଗାଁରେ ହୋଇଥିବା ବଡ ବଡ ଗର୍ତ୍ତର କାରଣ ଜାଣିବାକୁ ଭୂତତ୍ୱବିତ ଟିମ ଓ ପ୍ରଶାସନ ରବିବାର ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। କେଉଁ କାରଣ ଯୋଗୁଁ ଭୂସ୍ଖଳନ ହୋଇ ବଡ ବଡ ଗର୍ତ୍ତ ସୃଷ୍ଟି ହେଲା, ଗଛ ଭୁଶୁଡି ପଡିଲା ତାହାର ଅନୁସନ୍ଧାନ କରିବେ ଏହି ଟିମ। ସୃଷ୍ଟି ହୋଇଥିବା ଗର୍ତ୍ତଗୁଡିକର ଗଭୀର ପ୍ରାୟ ୪୦ ଫୁଟରୁ ଅଧିକ ହେବ ବୋଲି ଅନୁମାନ କରୁଛି ଏହି ଟିମ। ଲଗାଣବର୍ଷା ଯୋଗୁଁ ଏହି ଭୂସ୍ଖଳନ ହୋଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହାର ଅନୁସନ୍ଧାନ କରିଛି ଏହି ଟିମ।  ସ୍ଥାନୀୟ ବାସୀନ୍ଦାଙ୍କ କହିବା କଥା ଏହି ଗର୍ତ୍ତଗୁଡିକ ସୃଷ୍ଟି ହେବା ସମୟରେ ମାଟି ଭିତରୁ ପ୍ରଚୁର ପାଣି ଉଚ୍ଛୁଳୁ ଥିବା ଗାଁ ଲୋକେ କହିଛନ୍ତି। ଏହାକୁ ନେଇ ଢେପଗୁଡା ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖଳିଯାଇଥିଲା । ଏପରି କି ଲୋକେ ଗାଁ ଛାଡି ଚାଲିଯାଇଥିଲେ ।bhanjanagaraଏହାକୁ ନେଇ ଢେପାଗୁଡା ହରିଜନ ସାହିର ପାଖାପାଖି ମହୁଲପଲ୍ଲି, ଠୁରିଆମ୍ବ ଓ ଢେପାଗୁଡାର ଗାଁ ଲୋକେ ନିକଟସ୍ଥ ଇନ୍ଦ୍ରଗଡ ଓ ବେଗଇଜୁ ସ୍କୁଲରେ ଆଶ୍ରୟ ନେଇଛନ୍ତି। ସେଠାରେ ପ୍ରଶାସନ ତରଫରୁ ମାଗଣା ଖାଦ୍ୟ ଦିଆଯାଉଛି। ଘଟଣା ଘଟିବାର ୪ଦିନ ପରେ ପ୍ରଶାସନ ତରଫରୁ ରାଇକିଆ ବିଡିଓ, ଜଳସେଚନ ବିଭାଗ, କ୍ଷୁଦ୍ର ଜଳେସଚନ ବିଭାଗ ଓ ଗ୍ରାମ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀମାନେ ଓ ବ୍ରହ୍ମପୁରର ଭୂତ୍ତ୍ୱବିତଙ୍କୁ ନେଇ ଏକ ଟିମ ରବିବାର ଅନୁସନ୍ଧାନ କରିବାକୁ ସେଠରେ ପହଞ୍ଚିଛନ୍ତି। ଏହି ଟିମ ଢେପାଗୁଡା ଗାଁରେ ପହଞ୍ଚି ସୃଷ୍ଟି ହୋଇଥିବା ଛୋଟ ବଡ ଗର୍ତ୍ତଗୁଡିକୁ ନିରୂପଣ କରି ସେଗୁଡିକର ଚଉଡା ଗଭୀରକୁ ମାପ କରିଛନ୍ତି । ବିଭିନ୍ନ ଯନ୍ତ୍ର ମାଧ୍ୟମରେ ସେଠାକାର ଦିଗ, ଜଳର ପତନ, ଜଳର ଚାପ ଆଦି ପରୀକ୍ଷା କରିଛନ୍ତି। ଏଥିସହ ନିକଟରେ ଥିବା କୂଅ ଓ ନଳକୂଅଗୁଡିକର ଗଭୀରତା ମଧ୍ୟ ମାପ କରିଛନ୍ତି । ସେହି ଅଞ୍ଚଳରେ ଏକ ଛୋଟ ଜଳଭଣ୍ଡାର ରହିଛି । ଅନୁଧ୍ୟାନକାରୀ ଟିମ ଜଳଭଣ୍ଡାରର ପାଣି ଓ ପଥର ପରୀକ୍ଷା ପାଇଁ ନେଇଛନ୍ତି । ତଦନ୍ତ ପରେ ପ୍ରସାଶନକୁ ରିର୍ପୋଟ ଦିଆଯିବ ବୋଲି ଭୁତତ୍ତ୍ୱ ନିର୍ଦ୍ଦେଶକ ଖିତିସ ପଟ୍ଟନାୟକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story