ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସରେ ପହଞ୍ଚିବାକୁ ପରାମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଗୁଡ଼ିକ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ନଜରରେ ରଖି ଗୃହ ବିଭାଗ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବନ୍ଦପାଳନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ସହ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ସେହିଭଳି ସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ସକାଳ ସାଢ଼େ ୯ଟା ପୂର୍ବରୁ କର୍ମଚାରୀମାନେ ଅଫିସ୍‌ରେ ପହଞ୍ଚିବାକୁ ଚିଠିରେ କୁହାଯାଇଛି। ୮ଟି ଦାବି ନେଇ ଆସନ୍ତାକାଲି ଦେଶବ୍ୟାପୀ […]

tomorrow-bharat-band

tomorrow-bharat-band

Manoranjan Sial
  • Published: Tuesday, 07 January 2020
  • Updated: 07 January 2020, 07:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଗୁଡ଼ିକ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ନଜରରେ ରଖି ଗୃହ ବିଭାଗ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବନ୍ଦପାଳନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ସହ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ସେହିଭଳି ସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ସକାଳ ସାଢ଼େ ୯ଟା ପୂର୍ବରୁ କର୍ମଚାରୀମାନେ ଅଫିସ୍‌ରେ ପହଞ୍ଚିବାକୁ ଚିଠିରେ କୁହାଯାଇଛି।

୮ଟି ଦାବି ନେଇ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଟ୍ରେନ ଚାଲିବନି, ଗାଡି ଗଡିବନି, ଅଖ-ଚକ ବନ୍ଦ ପାଇଁ କରାଯାଉଛି ପ୍ରଚାର। କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ଓ ଦେଶ ବିରୋଧୀ ନୀତି ବିରୋଧରେ ଏକାଠି ହୋଇ ସଂଘର୍ଷ ପାଇଁ ଡାକରା ଦେଇଛନ୍ତି ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ଶ୍ରମିକ ସଂଗଠନ ସମୂହ ପ୍ରମୁଖ। ଦାବି ଗୁଡ଼ିକ ହେଉଛି- ଦରଦାମ ବୃଦ୍ଧି ବନ୍ଦ କର, ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୨୧ ହଜାର କରାଯାଉ, ସମାନ କାମକୁ ସମାନ ଦରମା, ଘରୋଇକରଣ ବନ୍ଦ ଓ କୃଷକଙ୍କ ପାଇଁ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ। ତେବେ ଏହି ବନ୍ଦରୁ ଆମ୍ବୁଲାନସ, ପରୀକ୍ଷାର୍ଥୀ, ଫାୟାର ଗାଡ଼ି ଓ କ୍ଷୀରଗାଡ଼ି ପରି ଅତ୍ୟାବଶକ ସେବାକୁ ବାଦ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story