ଭାରତରେ ଆଇନ ପାଠ୍ୟକ୍ରମରେ ପରିବର୍ତ୍ତନ ଲୋଡା: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ଭୁବନେଶ୍ୱର:  ଗ୍ଲୋବାଲାଇଜେସନ୍ ଯୁଗରେ ସମଗ୍ର ବିଶ୍ୱରେ ଅନେକ ପରିବର୍ତ୍ତନ ଆସିଛି। ବିଭିନ୍ନ କ୍ଷେତ୍ରରେ ଭାରତ ଆବଶ୍ୟକ କରୁଛି ବିଶ୍ୱସ୍ତରୀୟ ପ୍ରଫେସନାଲ। ସେଥିପାଇଁ ଆଇନ ପାଠ୍ୟକ୍ରମରେ ଆବଶ୍ୟକ ପରିବର୍ତ୍ତନ ଆଣି ଭାରତ ଏ କ୍ଷେତ୍ରରେ ଆଗକୁ ଯିବା ଜରୁରୀ। ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଗ୍ଲୋବାଲାଇଜେସନ ଅଫ୍ ଲିଗାଲ ଏଜୁକେସନ ଶୀର୍ଷକ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଚ.ଏଲ. ଦତ୍ତୁ। ସେହିଭଳି ଉତ୍ସବରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ […]

vlcsnap-2015-08-09-08h08m39s313 - Copy (2)

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 03:09 AM IST

Sports

Latest News

ଭୁବନେଶ୍ୱର:  ଗ୍ଲୋବାଲାଇଜେସନ୍ ଯୁଗରେ ସମଗ୍ର ବିଶ୍ୱରେ ଅନେକ ପରିବର୍ତ୍ତନ ଆସିଛି। ବିଭିନ୍ନ କ୍ଷେତ୍ରରେ ଭାରତ ଆବଶ୍ୟକ କରୁଛି ବିଶ୍ୱସ୍ତରୀୟ ପ୍ରଫେସନାଲ। ସେଥିପାଇଁ ଆଇନ ପାଠ୍ୟକ୍ରମରେ ଆବଶ୍ୟକ ପରିବର୍ତ୍ତନ ଆଣି ଭାରତ ଏ କ୍ଷେତ୍ରରେ ଆଗକୁ ଯିବା ଜରୁରୀ। ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଗ୍ଲୋବାଲାଇଜେସନ ଅଫ୍ ଲିଗାଲ ଏଜୁକେସନ ଶୀର୍ଷକ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଚ.ଏଲ. ଦତ୍ତୁ। ସେହିଭଳି ଉତ୍ସବରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନୀ ଉତ୍ସବରେ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ। ଏହି କର୍ମଶାଳାରେ ଭାରତର ବିଭିନ୍ନ ରାଜ୍ୟର ବହୁ ବରିଷ୍ଠ ନ୍ୟାୟମୂର୍ତ୍ତି ଏବଂ ୧୧୦୦ରୁ ଅଧିକ ଆଇନଜୀବୀ ଓ ପ୍ରତିନିଧି ଯୋଗଦେଇଛନ୍ତି। ଗ୍ଲୋବାଲ୍ ଲିଗାଲ ଏଜୁକେସନ୍ ପାଇଁ ବ୍ୟବସ୍ଥାରେ ସଂଶୋଧନ ସହ ବିକାଶ ଏବଂ ପ୍ରତିବନ୍ଧକକୁ ଏଡାଇବାର ଆବଶ୍ୟକତା ରହିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ବାର୍ ଆସୋସିଏସନ୍ ଓ କିଟ୍ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଏହି ତିନିଦିନିଆ ଜାତୀୟ କର୍ମଶାଳାକୁ ଆୟୋଜନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story