ନୈତିକତା ଦୃଷ୍ଟିରୁ ସଞ୍ଜୟଙ୍କ ଇସ୍ତଫା ଦାବି ଏକ ଭଲ ପରାମର୍ଶ: ଭର୍ତ୍ତୃହରି

ଭୁବନେଶ୍ୱର: ପାଜେରୋ ଗାଡ଼ି ନେଇ ସିବିଆଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ନୋଟିସ୍ ଜାରି କରିବା ପରେ ତାଙ୍କ ଇସ୍ତଫା ଦାବି ଜୋର ଧରିଛି। ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଉଥିବା ବେଳେ ନୈତିକତା ଦୃଷ୍ଟିରୁ ବିରୋଧୀଙ୍କ ଏହି ଦାବି ଏକ ଭଲ ପରାମର୍ଶ ବୋଲି କହିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି,“ମୁଁ କେବଳ ଏତିକି କହିପାରିବି ଯେ ସିବିଆଇ ପାଖରେ କିଛି ତଥ୍ୟ ଅଛି। ସେହି […]

bhartuhari2

bhartuhari2

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 10:41 AM IST

Sports

Latest News

[caption id="attachment_78314" align="alignleft" width="300"]bhartuhari2 ବିଜେଡି ସାଂସଦ ଭର୍ତ୍ତୃହରି ମହତାବ[/caption]

ଭୁବନେଶ୍ୱର: ପାଜେରୋ ଗାଡ଼ି ନେଇ ସିବିଆଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ନୋଟିସ୍ ଜାରି କରିବା ପରେ ତାଙ୍କ ଇସ୍ତଫା ଦାବି ଜୋର ଧରିଛି। ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଉଥିବା ବେଳେ ନୈତିକତା ଦୃଷ୍ଟିରୁ ବିରୋଧୀଙ୍କ ଏହି ଦାବି ଏକ ଭଲ ପରାମର୍ଶ ବୋଲି କହିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ।

ସେ କହିଛନ୍ତି,“ମୁଁ କେବଳ ଏତିକି କହିପାରିବି ଯେ ସିବିଆଇ ପାଖରେ କିଛି ତଥ୍ୟ ଅଛି। ସେହି ତଥ୍ୟକୁ ଭିତ୍ତି କରି ସିବିଆଇ ନୋଟିସ୍ ଜାରି କରୁଛି। ତାକୁ (ସଞ୍ଜୟଙ୍କୁ ପଠାଯାଇଥିବା ନୋଟିସ୍ ଉଦ୍ଦେଶ୍ୟରେ) ନେଇ ଏତେ ପରିମାଣରେ ମାଜିବାର ଆବଶ୍ୟକତା ନାହିଁ। ଯେଉଁମାନଙ୍କ ପାଖକୁ ନୋଟିସ୍ ଯାଉଛି, ସେମାନେ ତା’ର ଉତ୍ତର ରଖିବେ। ଯେଉଁମାନଙ୍କ ପାଖକୁ ନୋଟିସ୍ ଯାଉଛି, ସେମାନେ ଉତ୍ତର ରଖୁଛନ୍ତି ମଧ୍ୟ।”

ମନ୍ତ୍ରିମଣ୍ଡଳରୁ ସଞ୍ଜୟଙ୍କୁ ବାଦ୍ ଦେବା ପ୍ରସଙ୍ଗରେ ସେ କହିଛନ୍ତି,“ମନ୍ତ୍ରିମଣ୍ଡଳରେ କିଏ ରହିବ, କିଏ ବାଦ୍ ପଡ଼ିବ ତାହା ସଂପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଉପରେ ନିର୍ଭର କରେ। ସେ ଯାହାକୁ ପାରିବେ ନିଜ ମନ୍ତ୍ରିମଣ୍ଡଳରେ ରଖିପାରିବେ।”

ନୈତିକତା ଦୃଷ୍ଟିରୁ ସଞ୍ଜୟ ଇସ୍ତଫା ଦେଇ ଦେବା ଉଚିତ୍ ବୋଲି ବିରୋଧୀ କରୁଥିବା ଦାବି ଉପରେ ଜବାବ ରଖି ସେ କହିଥିଲେ ଯେ ଏହା ଏକ ଭଲ ପରାମର୍ଶ।

ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ଭର୍ତ୍ତୃହରି ଦଳର ଜଣେ ବରିଷ୍ଠ ସାଂସଦ। ତାଙ୍କର ମତାମତ ଉପରେ ମୁଁ କ’ଣ ମନ୍ତବ୍ୟ ଦେବି?”

ଦଳ ତରଫରୁ ସଞ୍ଜୟଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ କହିଛନ୍ତି,“ଦଳ ପକ୍ଷରୁ ସଞ୍ଜୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିପାରିବେ। ଦ୍ୱିତୀୟ ଲୋକ କେହି କହିପାରିବେ ନାହିଁ।”

ସେହିଭଳି ନୈତିକତା ଦୃଷ୍ଟିରୁ ସଞ୍ଜୟ ଇସ୍ତଫା ଦେବା ଉଚିତ୍‌ ବୋଲି ବିରୋଧୀ କରୁଥିବା ଦାବି ସଂପର୍କରେ ଦାମ କହିଛନ୍ତି,“ନୈତିକତାର ପ୍ରଶ୍ନ ଯେତେବେଳେ ଉଠେ ସଂପୃକ୍ତ ବ୍ୟକ୍ତି ହିଁ ତା’ ନୈତିକତା କଥା ବିଚାର କରେ। ବାହାର ଲୋକ ତା’ ନୈତିକତା କଥା ବିଚାର କରନ୍ତି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story