ଭାସ୍କର ଷ୍ଟିଲ୍‌ କାରଖାନା କ୍ୱାର୍ଟର୍ସରେ ଅଗ୍ନିକାଣ୍ଡ, ୪ଶ୍ରମିକ ଗୁରୁତର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ତୁମକେଲା ନିକଟରେ ଥିବା ଭାସ୍କର ଷ୍ଟିଲ୍‌ କାରଖାନାର ନିକଟରେ ଥିବା କ୍ୱାର୍ଟର୍ସରେ ଆଜି ଭୋରରେ ନିଆଁ ଲାଗିଯିବାରୁ ୪ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବିନୟ କୁମାର, ହାଇଦର ଅଲ୍ଲୀ, ହାଯାର ରାମ ଏବଂ ରଞ୍ଜନ କୁମାର। ସେମାନଙ୍କୁ ରାଉରକେଲା ଆଇଜିଏଚ୍‌ର ବର୍ନ ସେଣ୍ଟରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ୭୦ରୁ ୯୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି। କାରଖାନା ନିକଟରେ ଥିବା କ୍ୱାର୍ଟର୍ସରେ ଶ୍ରମିକମାନେ ଶୋଇଥିବା […]

bonai

Rakesh Mallick
  • Published: Thursday, 23 March 2017
  • , Updated: 28 March 2017, 12:38 PM IST

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ତୁମକେଲା ନିକଟରେ ଥିବା ଭାସ୍କର ଷ୍ଟିଲ୍‌ କାରଖାନାର ନିକଟରେ ଥିବା କ୍ୱାର୍ଟର୍ସରେ ଆଜି ଭୋରରେ ନିଆଁ ଲାଗିଯିବାରୁ ୪ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବିନୟ କୁମାର, ହାଇଦର ଅଲ୍ଲୀ, ହାଯାର ରାମ ଏବଂ ରଞ୍ଜନ କୁମାର। ସେମାନଙ୍କୁ ରାଉରକେଲା ଆଇଜିଏଚ୍‌ର ବର୍ନ ସେଣ୍ଟରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ୭୦ରୁ ୯୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି।

କାରଖାନା ନିକଟରେ ଥିବା କ୍ୱାର୍ଟର୍ସରେ ଶ୍ରମିକମାନେ ଶୋଇଥିବା ବେଳେ  ଆଜି ଭୋରରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା।

Related story