ଭଦ୍ରକ: ବାଇକ ଦୁର୍ଘଟଣା, ୨ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ମର୍ମନ୍ତୁକ ବାଇକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୋସ୍ତମପୁର ଗାଁ ରତିକାନ୍ତ ପଳିତା ଓ ପାହିପୋରଣା ଗାଁର ଗଙ୍ଗାଧର ବାରିକ। ବେତଡ଼ା ପେଟ୍ରୋଲ ଟାଙ୍କି ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଉଭୟଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ଅଣାଯିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ  ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି।

bhadrak

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 02:23 AM IST

Related story