ଭଦ୍ରକ: ନିଆଁରେ ପୋଡ଼ି ହୋଇ ମହିଳା ଜୀବନ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଟସାହି ପଞ୍ଚାୟତ କୂଳସାହି ଗାଁରେ ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ  ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ ଦଗ୍ଧ ହୋଇଯାଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ନର୍ଗାହାଟ କୁଳ ଅଙ୍ଗନୱାଡି କେନ୍ଦ୍ରର ସହାୟକା ପବିତ୍ରା ବିଶ୍ୱାଳ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

fire

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 01:25 PM IST

Related story