ଭୁବନେଶ୍ୱର: ୮ ବୁଣାକାରଙ୍କୁ ବୟନ ଓ ହସ୍ତତନ୍ତ ବିଭାଗ ପକ୍ଷରୁ ସମ୍ୱର୍ଦ୍ଧନା
ଭୁବନେଶ୍ୱର: ଜାତୀୟ ସ୍ତରରେ ପୁରସ୍କାର ବିଜେତା ୮ଜଣ ବୁଣାକାରଙ୍କୁ ବୟନ ଓ ହସ୍ତତନ୍ତ ବିଭାଗ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ସନ୍ଥ କବୀର ପୁରସ୍କାର ପାଇଥିବା ବେଳେ ଅନ୍ୟ ୫ ଜଣ ଜାତୀୟ ପୁରସ୍କାର ପାଇଛନ୍ତି। ଏହି ବୁଣାକାର ମାନେ ୨୦୧୨ ପାଇଁ ପୁରସ୍କୃତ ହୋଇଛନ୍ତି। ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବୁଣାକାରମାନଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ୱର୍ଦ୍ଧନା ଦେଇଥିଲେ ।