ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର ! କାହିଁକି ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରି- କାର୍ପେଟିଂ ବା ରନ୍ ୱେ ମରାମତି ଲାଗି ପ୍ରାୟ ୮ ମାସ ଧରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଭାବିତ ହେବ ବିମାନସେବା। ଆସନ୍ତା ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏଁ ରାତି ୧୦ଟାରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନବନ୍ଦରରେ ସମସ୍ତ ଅପରେସନ ବନ୍ଦ ରହିବ । ତେବେ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମରାମତି କାମ ପାଇଁ ଏପ୍ରିଲ୍ ୧ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନ […]

p-909-1

p-909-1

Tapas Behera
  • Published: Tuesday, 17 September 2019
  • Updated: 17 September 2019, 06:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ରି- କାର୍ପେଟିଂ ବା ରନ୍ ୱେ ମରାମତି ଲାଗି ପ୍ରାୟ ୮ ମାସ ଧରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଭାବିତ ହେବ ବିମାନସେବା। ଆସନ୍ତା ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏଁ ରାତି ୧୦ଟାରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନବନ୍ଦରରେ ସମସ୍ତ ଅପରେସନ ବନ୍ଦ ରହିବ । ତେବେ ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମରାମତି କାମ ପାଇଁ ଏପ୍ରିଲ୍ ୧ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ କୌଣସି ବିମାନ ଉଡାଣ କରିବ ନାହିଁ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ତେଣୁ ଯାତ୍ରୀଙ୍କ ସୁବିଧା ଲାଗି ଯେଉଁ ସମୟରେ ବିମାନବନ୍ଦର ବନ୍ଦ ରହିବ ସେଇ ସମୟର ଫ୍ଲାଇଟ୍‌ ଗୁଡ଼ିକର ସମୟରେ ପରିବର୍ତ୍ତନ ଲାଗି ସଂପୃକ୍ତ ବିମାନସେବା କଂପାନୀଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି । ଏୟାରକ୍ରାଫ୍ଟର ଚକା ଘସି ହୋଇ ରନ୍‌ୱେର ମାତ୍ରାଧିକ ଅବକ୍ଷୟ ହେଲେ ବ୍ରେକ୍ ମାରିବା ସମୟରେ ଏୟାରକ୍ରାଫ୍ଟକୁ ନିୟନ୍ତ୍ରଣ କରିବାରେ ଅସୁବିଧା ହୋଇଥାଏ ।

ସେଥିଲାଗି ପ୍ରତି ୧୦ ବର୍ଷରେ ଥରେ ରନ୍‌ୱେର ରି-କାର୍ପେଟିଂ କରାଯାଇଥାଏ। ୨୦୦୭ରେ ଶେଷ ଥର ଲାଗି ଭୁବନେଶ୍ୱର ବିମାନବନ୍ଦର ରନ୍‌ୱେର ରି-କାର୍ପେଟିଂ ହୋଇଥିଲା। ଏହାପରେ ବିଭିନ୍ନ ସମୟରେ ରନ୍‌ୱେର ମରାମତି କରାଯାଇ କାମ ଚଳାଯାଉଛି। ସେଦୃଷ୍ଟିରୁ ତୁରନ୍ତ ରନ୍‌ୱେର ରି-କାର୍ପେଟିଂ ଜରୁରୀ ହୋଇପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story