ଭୁବନେଶ୍ୱର ଛାତ୍ର କଂଗ୍ରେସ ନିର୍ବାଚନ ବେଳେ ବୋମାମାଡ଼, ୩ ଦୁର୍ବୃତ୍ତ ଫେରାର

ଭୁବନେଶ୍ୱର: ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ ଏକ ମଣ୍ଡପ ନିକଟରେ ଶନିବାର ସକାଳେ ଭୁବନେଶ୍ୱର ଛାତ୍ର କଂଗ୍ରେସର ନିର୍ବାଚନ ଚାଲିଥିବା ବେଳେ ବୋମାମାଡ଼ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ବା କେହି ହତାହତ ହେବାର ସୂଚନା ମିଳି ନାହିଁ। ନାସନାଲ ଷ୍ଟୁଣ୍ଡେଣ୍ଟ ଯୁନିୟନ ଅଫ୍ ଇଣ୍ଡିଆ ପକ୍ଷରୁ ରାଜ୍ୟ ଛାତ୍ର କଂଗ୍ରେସର ବିଭିନ୍ନ ପଦବୀ ପାଇଁ ଡୁମୁଡୁମା ଅଞ୍ଚଳର ଏକ ମଣ୍ଡପରେ ଭୋଟ ଗ୍ରହଣ ଚାଲିଥିଲା। ୩ ଜଣ ଦୁର୍ବୃତ୍ତ ଦୁଇଟି ସୁତୁଲି ବୋମା ଫୋପାଡ଼ି ଫେରାର […]

bom

bom

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 04:39 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ ଏକ ମଣ୍ଡପ ନିକଟରେ ଶନିବାର ସକାଳେ ଭୁବନେଶ୍ୱର ଛାତ୍ର କଂଗ୍ରେସର ନିର୍ବାଚନ ଚାଲିଥିବା ବେଳେ ବୋମାମାଡ଼ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ବା କେହି ହତାହତ ହେବାର ସୂଚନା ମିଳି ନାହିଁ। ନାସନାଲ ଷ୍ଟୁଣ୍ଡେଣ୍ଟ ଯୁନିୟନ ଅଫ୍ ଇଣ୍ଡିଆ ପକ୍ଷରୁ ରାଜ୍ୟ ଛାତ୍ର କଂଗ୍ରେସର ବିଭିନ୍ନ ପଦବୀ ପାଇଁ ଡୁମୁଡୁମା ଅଞ୍ଚଳର ଏକ ମଣ୍ଡପରେ ଭୋଟ ଗ୍ରହଣ ଚାଲିଥିଲା। ୩ ଜଣ ଦୁର୍ବୃତ୍ତ ଦୁଇଟି ସୁତୁଲି ବୋମା ଫୋପାଡ଼ି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ଗୋଟିଏ ବାଇକରେ ଆସିଥିଲେ। ବୋମାମାଡ଼ର କାରଣ ଜଣାପଡ଼ିନାହିଁ। ତେବେ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଏହା ଶାସକ ଦଳର ଚକ୍ରାନ୍ତ ବୋଲି କଂଗ୍ରେସ ଛାତ୍ର ନେତାମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଏଭଳି ଅଭିଯୋଗକୁ ଛାତ୍ର ବିଜେଡି ପକ୍ଷରୁ ଖଣ୍ଡନ କରାଯିବା ସହ ଏହା ଛାତ୍ର କଂଗ୍ରେସର ଦଳୀୟ କନ୍ଦଳ ଫଳ ବୋଲି କୁହାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି। ସୂଚନାଯୋଗ୍ୟ, ବିଭିନ୍ନ ଜୋନ୍ ଅନୁଯାୟୀ ଆଜି ସାରା ରାଜ୍ୟରେ ଚାଲିଛି ଛାତ୍ର କଂଗ୍ରେସ ନିର୍ବାଚନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story