ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ୧୬ରେ ଫେରିବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ୬ ଦିନିଆ ଗସ୍ତରେ ଯାଇଛନ୍ତି। ମାର୍ଚ୍ଚ ୧୬ ତାରିଖରେ ସେ ଓଡ଼ିଶା ଫେରିବେ। ଅନ୍ୟପକ୍ଷରେ ଆଜି ୫ ରାଜ୍ୟରେ ପ୍ରକାଶ ପାଇଥିବା  ନିର୍ବାଚନ ଫଳାଫଳରେ ବିଜେପିକୁ ବିପୁଳ ସଫଳତା ମିଳିଥିବା ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

naveen

Rakesh Mallick
  • Published: Saturday, 11 March 2017
  • , Updated: 12 March 2017, 08:16 AM IST

Related story