ଭୁବନେଶ୍ୱର ଏମସରେ ୨୪୪ ଡାକ୍ତରଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି: ଏମସ ନିର୍ଦ୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱର ଏମସରେ ବଢୁଥିବା ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ୨୪୪ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଡିସିନ୍, ନ୍ୟୁରୋଲୋଜି, ନେଫ୍ରେ।ଲୋଜି, କାର୍ଡିଓଲୋଜି ଆଦି ବିଭାଗରେ ଖାଲି ତଥା କମ ଥିବା ଡାକ୍ତର ସଂଖ୍ୟା ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ସେପଟେ ରୋଗୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଡାଟା ପ୍ରସ୍ତୁତ କରିବାକୁ ଶୀଘ୍ର ଆରମ୍ଭ ହେବ ପେସେଣ୍ଟ ଓପିଡି ବୁକ୍ ବ୍ୟବସ୍ଥା। ଭୁବନେଶ୍ୱର ଏମସର ବାର୍ଷିକୋତ୍ସବ ଅବସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏହି […]

bbsr

bbsr

Rakesh Mallick
  • Published: Monday, 21 September 2015
  • Updated: 21 September 2015, 03:09 PM IST

Sports

Latest News

bbsrଭୁବନେଶ୍ୱର: ଭୁବନେଶ୍ୱର ଏମସରେ ବଢୁଥିବା ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ୨୪୪ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଡିସିନ୍, ନ୍ୟୁରୋଲୋଜି, ନେଫ୍ରେ।ଲୋଜି, କାର୍ଡିଓଲୋଜି ଆଦି ବିଭାଗରେ ଖାଲି ତଥା କମ ଥିବା ଡାକ୍ତର ସଂଖ୍ୟା ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ସେପଟେ ରୋଗୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଡାଟା ପ୍ରସ୍ତୁତ କରିବାକୁ ଶୀଘ୍ର ଆରମ୍ଭ ହେବ ପେସେଣ୍ଟ ଓପିଡି ବୁକ୍ ବ୍ୟବସ୍ଥା। ଭୁବନେଶ୍ୱର ଏମସର ବାର୍ଷିକୋତ୍ସବ ଅବସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର। ବାର୍ଷିକୋତ୍ସବ ଅବସରରେ ପ୍ରଥମ ଥର ପାଇଁ ଏମସରେ ଆରମ୍ଭ ହୋଇଛି ଲାପ୍ରୋସ୍କୋପିକ ଅପରେସନ୍। ଏବେ ଏଠାରେ ୨୯ଟି ବିଭାଗରେ ଚିକିତ୍ସା ସେବା ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos