ଆଜି ଏହି ପ୍ରତିଜ୍ଞା କରିଛନ୍ତି ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ସମଗ୍ର ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଏହି ଉତ୍ସବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କ ନେତୃତ୍ୱରେ ବିକାଶ କାମକୁ ଅପରାଜିତା ଉଚ୍ଚ ପ୍ରଶଂସା କରିବା ସହ ଜମ୍ମୁ କଶ୍ମୀର କଥା ଉଠାଇଥିଲେ। ସେ କହିଥିଲେ ଆଜି ଲାଲଚୌକ୍‌ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଆମ […]

k-0o-1

k-0o-1

Tapas Behera
  • Published: Thursday, 15 August 2019
  • Updated: 15 August 2019, 05:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ସମଗ୍ର ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଏହି ଉତ୍ସବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କ ନେତୃତ୍ୱରେ ବିକାଶ କାମକୁ ଅପରାଜିତା ଉଚ୍ଚ ପ୍ରଶଂସା କରିବା ସହ ଜମ୍ମୁ କଶ୍ମୀର କଥା ଉଠାଇଥିଲେ। ସେ କହିଥିଲେ ଆଜି ଲାଲଚୌକ୍‌ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଆମ ଦେଶକୁ ୫ ଟ୍ରିଲିୟନ୍ ଡଲାର ବିଶିଷ୍ଟ ଇକୋନମିରେ ପରିଣତ କରିବାକୁ ଅଛି। ବର୍ତ୍ତମାନ ଆମେ ୩ ଟ୍ରିଲିୟନ୍ ଡଲାର ଇକୋନମିରେ ଅଛୁ। ଏହା ଆମ ପାଇଁ ଏକ ବଡ଼ ଆହ୍ୱାନ ଓ ଚ୍ୟାଲେଞ୍ଜ ମଧ୍ୟ। ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଆମକୁ କାମ କରିବାର ଅଛି।

ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ଅପରାଜିତା କହିଛନ୍ତି, "ମୁଁ ଆଜି ୧୫ ଅଗଷ୍ଟରେ ଏକ ପ୍ରତିଜ୍ଞା ନେଇଛି। ୧୫ ଅଗଷ୍ଟ ୨୦୧୯ଠାରୁ ୧୫ ଅଗଷ୍ଟ ୨୦୨୦ ମଧ୍ୟରେ ୧୨ ମାସ ସମୟ ରହିଲା। ଏହି ସମୟ ମଧ୍ୟରେ ମୁଁ ମୋର ସଂସଦୀୟ କ୍ଷେତ୍ର ଉପରେ ଅଧିକ ଧ୍ୟାନ ଦେବି। ଆଉ ବର୍ଷକ ମଧ୍ୟରେ ମୁଁ ମୋର ରିପୋର୍ଟ କାର୍ଡ ତିଆରି କରିବି। ୧୫ ଅଗଷ୍ଟ ୨୦୨୦ରେ ମୋର ରିପୋର୍ଟ କାର୍ଡ ରିଲିଜ୍‌ ହେବ। କେଉଁ ଦିଗରେ କ’ଣ ସବୁ କାମ ହେଲା, ସେଥିରେ ଉଲ୍ଲେଖ ରହିବ।"

ସେ କହିଛନ୍ତି ଜଟଣୀରେ ପାଣି ସମସ୍ୟା ଦୂର, ପାହାଳରେ ଫ୍ଲାଇଓଭର, ଜୟଦେବ ବିହାରରେ କୋଲଡ୍‌ ଷ୍ଟୋରେଜ୍‌ ତିଆରି ହେବାର ଆବଶ୍ୟକତା ରହିଛି। "ମୁଁ ଭାବୁଛି ଲୋକଙ୍କର କଥା ଶୁଣିବା ଦରକାର। ସପ୍ତାହକୁ ୩ ଦିନ ମୁଁ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି। ସବୁ ବାରରେ ୪୦୦ରୁ ୫୦୦ ଲୋକ ଆସୁଛନ୍ତି। ସେମାନଙ୍କ କଥା ମୁଁ ଶୁଣୁଛି। ଇଚ୍ଛା ଅଛି ଲୋକସେବା ପାଇଁ, ତେଣୁ ରାଜନୀତିକୁ ଆସିଛି। ସମସ୍ତଙ୍କ କଥା ଶୁଣାଯାଉ। ସମସ୍ତଙ୍କ କାମ ହେଉ। ସରକାରରେ ଯିଏ ଅଛନ୍ତି ତାଙ୍କ ସହ ମିଶି ଲୋକଙ୍କର କାମ ହେଉ, ଏ ଦିଗରେ ଆମେ ଧ୍ୟାନ ଦେଉଛୁ" ବୋଲି ଅପରାଜିତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story