ଭୁବନେଶ୍ୱର, ପୁରୀ ‘କରୋନା’ ଆକ୍ରାନ୍ତଙ୍କ ମିଳିଲା ବାହାର ଲିଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗର, ବମିଖାଲ୍‌ ଓ ପୁରୀ ଜିଲ୍ଲାରେ ‘କରୋନା’ ଆକ୍ରାନ୍ତଙ୍କର ବାହାର ରାଜ୍ୟର ଲିଙ୍କ ମିଳିଛି। ତେବେ ଯେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଶୀଘ୍ର କ୍ୱାରେନଣ୍ଟାଇନ୍‌ରେ ରୁହନ୍ତୁ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶର ପ୍ରେମଚନ୍ଦ୍ର ଚୌଧୁରୀ। ସୂର୍ଯ୍ୟନଗର ପ୍ରଦୀପ୍ତ ଦଳବେହେରାଙ୍କ ପରିବାରରୁ ଜଣେ କୋଲକାତା ଯାଇଥିଲେ। ସେଠାରେ ସେ ୩ରୁ ୪ ଦିନ ରହିଥିଲେ। ଏହି ସମୟରେ ସେ ‘କରୋନା’ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଫେରିଥିଲେ। ଯାହାଫଳରେ […]

coronavirus

coronavirus

Manoranjan Sial
  • Published: Saturday, 04 April 2020
  • Updated: 04 April 2020, 09:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସୂର୍ଯ୍ୟନଗର, ବମିଖାଲ୍‌ ଓ ପୁରୀ ଜିଲ୍ଲାରେ ‘କରୋନା’ ଆକ୍ରାନ୍ତଙ୍କର ବାହାର ରାଜ୍ୟର ଲିଙ୍କ ମିଳିଛି। ତେବେ ଯେଉଁମାନେ ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଶୀଘ୍ର କ୍ୱାରେନଣ୍ଟାଇନ୍‌ରେ ରୁହନ୍ତୁ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶର ପ୍ରେମଚନ୍ଦ୍ର ଚୌଧୁରୀ।

ସୂର୍ଯ୍ୟନଗର ପ୍ରଦୀପ୍ତ ଦଳବେହେରାଙ୍କ ପରିବାରରୁ ଜଣେ କୋଲକାତା ଯାଇଥିଲେ। ସେଠାରେ ସେ ୩ରୁ ୪ ଦିନ ରହିଥିଲେ। ଏହି ସମୟରେ ସେ ‘କରୋନା’ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଫେରିଥିଲେ। ଯାହାଫଳରେ ପ୍ରଦୀପ୍ତ ଅସୁସ୍ଥ ହୋଇ ମେଡିକାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କ ରକ୍ତ ନମୁନା ‘କରୋନା’ ପଜିଟିଭ୍‌ ଆସିଥିଲା। ଗତକାଲି ପ୍ରଦୀପ୍ତଙ୍କ ପତ୍ନୀ, ଝିଅ ଓ ତାଙ୍କ ଘରେ ରହୁଥିବା ୫ ଜଣ ଭଡ଼ାଟିଆ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏବେ ସେମାନେ ଆଇସୋଲେସନ୍‌ରେ ଅଛନ୍ତି।

ଠିକ୍‌ ସେମିତି ବମିଖାଲ୍‌ରେ ‘କରୋନା’ରେ ପୀଡ଼ିତ ୩ ଭାଇଙ୍କର ମଧ୍ୟ ବାହାର ରାଜ୍ୟର ଲିଙ୍କ୍‌ ମିଳିଛି। ସେମାନଙ୍କ ବାପା ଭୋପାଳରେ ରହୁଥିଲେ। ସେ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସି ଏହି ୩ ଭାଇ କରୋନାରେ ଆକ୍ରାନ୍ତ ହୋଇଥିବା ବିଏମ୍‌ସି କମିଶନର କହିଛନ୍ତି।

ସେହିପରି ପୁରୀ ଦାନଗହିର ଅଞ୍ଚଳରେ ଜଣେ ବ୍ୟକ୍ତି ‘କରୋନା’ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଥିଲା। ସେ ଭୁବନେଶ୍ୱର ବିଜେବି ନଗର ସବ୍‌ ପୋଷ୍ଟ ଅଫିସ୍‌ର ଜଣେ କର୍ମଚାରୀ। ସେ କିଛି ଦିନ ତଳେ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମ ସଭାରେ ଯୋଗଦେଇ ଘରକୁ ଫେରିଥିଲେ। ଘରକୁ ଆସିବା ପରେ ସେ କାର୍ଯ୍ୟରେ ଯୋଗଦେଇଥିଲେ। ଜଣେ ଡାକ କର୍ମଚାରୀ ହୋଇଥିବାରୁ ସେ ଗୌତମନଗର ଓ କୋର୍ଟ ଅଞ୍ଚଳରେ ଚିଠି ବାଣ୍ଟିଥିଲେ। ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେଲ୍‌ଫ ଆଇସୋଲେସନ୍‌ରେ ରହିବାକୁ ବିଏମ୍‌ସି କମିଶନର ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story