ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ପରେଡ ଅଭ୍ୟାସ

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ ପରେଡ ଅଭ୍ୟାସ ଆରମ୍ଭ ହୋଇଛି। ୧୧ରୁ ତିନିଦିନ ଧରି ଅଭ୍ୟାସ ହେବ। ଓଡ଼ିଶା ପୋଲିସ ସମେତ ଆର୍ମି, ସିଆରପିଏଫ, ଆରପିଏଫ, ଫାୟାର ସର୍ଭିସ, ହୋମଗାର୍ଡ, ଟ୍ରାଫିକ, କନେଷ୍ଟବଲ ଏବଂ ବିଭିନ୍ନ ସ୍କୁଲର ଏନସିସି କ୍ୟାଡେଟ, ହର୍ସ ରାଇଡିଂ ସମେତ ୬୫ଟି କଣ୍ଟିଜେଣ୍ଟ ଏଥିରେ ଭାଗନେଇଛନ୍ତି। ଏଥର ମୁଖ୍ୟ ଆକର୍ଷଣ ରହିବ ମହର୍ଷି କଲେଜର ଛାତ୍ରଛାତ୍ରୀମାନଙ୍କ ଡେୟାର ଡେଭିଲ ସୋ। ଏନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ […]

PARADe

PARADe

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 03:35 PM IST

Sports

Latest News

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ ପରେଡ ଅଭ୍ୟାସ ଆରମ୍ଭ ହୋଇଛି। ୧୧ରୁ ତିନିଦିନ ଧରି ଅଭ୍ୟାସ ହେବ। ଓଡ଼ିଶା ପୋଲିସ ସମେତ ଆର୍ମି, ସିଆରପିଏଫ, ଆରପିଏଫ, ଫାୟାର ସର୍ଭିସ, ହୋମଗାର୍ଡ, ଟ୍ରାଫିକ, କନେଷ୍ଟବଲ ଏବଂ ବିଭିନ୍ନ ସ୍କୁଲର ଏନସିସି କ୍ୟାଡେଟ, ହର୍ସ ରାଇଡିଂ ସମେତ ୬୫ଟି କଣ୍ଟିଜେଣ୍ଟ ଏଥିରେ ଭାଗନେଇଛନ୍ତି। ଏଥର ମୁଖ୍ୟ ଆକର୍ଷଣ ରହିବ ମହର୍ଷି କଲେଜର ଛାତ୍ରଛାତ୍ରୀମାନଙ୍କ ଡେୟାର ଡେଭିଲ ସୋ। ଏନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story