୫୦କେଜି ସମ୍ବର ଶିଙ୍ଗ ଓ ଭାଲୁ ନଖ ଜବତ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଚୋରା ଚାଲାଣ ହେଉଥିବା ସମ୍ବର ଶିଙ୍ଗ ରାକେଟର ପର୍ଦ୍ଦାଫାସ ହୋଇଛି। ବରଗଡ଼ ବନଖଣ୍ଡ ରେଞ୍ଜ୍ ଭଟଲିରୁ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ୫୦କେଜି ସମ୍ବର ଶିଙ୍ଗ ଓ ଭାଲୁ ନଖ ଜବତ କରାଯାଇଛି। ଏହି ସମ୍ବର ଶିଙ୍ଗ ଓ ଭାଲୁ ନଖ ଜବତ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହି ରାକେଟକୁ ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଧରିଛି।

Rakesh Mallick
  • Published: Wednesday, 30 August 2017
  • , Updated: 30 August 2017, 10:51 AM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଚୋରା ଚାଲାଣ ହେଉଥିବା ସମ୍ବର ଶିଙ୍ଗ ରାକେଟର ପର୍ଦ୍ଦାଫାସ ହୋଇଛି। ବରଗଡ଼ ବନଖଣ୍ଡ ରେଞ୍ଜ୍ ଭଟଲିରୁ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ୫୦କେଜି ସମ୍ବର ଶିଙ୍ଗ ଓ ଭାଲୁ ନଖ ଜବତ କରାଯାଇଛି।

ଏହି ସମ୍ବର ଶିଙ୍ଗ ଓ ଭାଲୁ ନଖ ଜବତ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହି ରାକେଟକୁ ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଧରିଛି।

Related story