ଭୁବନେଶ୍ୱରରେ ବିଜେପିର କୋର ଗ୍ରୁପ ବୈଠକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଜେପିର କୋର ଗ୍ରୁପ ବୈଠକ ବସିଛି । ଏଥିରେ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ସହ ଦଳକୁ ମଜଭୁତ କରିବାକୁ ଆଲୋଚନା ଚାଲିଛି । ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି କନକବର୍ଦ୍ଧନ ସଂହଦେଓଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।