ଭୁବନେଶ୍ୱର : ୟୁନିଟ-୮ ଡିଏଭି ସ୍କୁଲରେ ମଲଟି ୟୁନାଇଟେଡ୍ ନେସନ ଗଢ଼ିବା ନେଇ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୮ ଡିଏଭି ସ୍କୁଲ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମଲଟି ୟୁନାଇଟେଡ୍ ନେସନ ଗଢ଼ିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀମାନଙ୍କ ଜୀବନ ଶୈଳୀ ଓ ଭବିଷ୍ୟତକୁ ରୁଦ୍ଧିମନ୍ତ କରିବା ଉପରେ ଆଲୋଚନା ହୋଇଥିଲା। ଉତ୍ସବରେ ଡିଏଭିର ଚେୟାରମ୍ୟାନ, ଓଡିଶା ଟେଲିଭିଜନର ସମ୍ପାଦକ ଦୟାନିଧି ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓ କଟକର ଡିଏଭିର ପାଖାପାଖି ୪୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

davschool

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 05:24 AM IST

Related story