ଭୁବନେଶ୍ୱର : ଗ୍ୟାରେଜରୁ ମିଳିଲା ବୋମା

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୬ ଗ୍ୟାରେଜ ଭିତରୁ ମିଳିଲା ଦୁଇଟି ଅଫୁଟା ବୋମା। ଏହାକୁ ବମ୍ ସ୍କ୍ୱାର୍ଡ ମାଧ୍ୟମରେ ନିଷ୍କ୍ରିୟ କରାଯିବା ସହ କ୍ୟାପିଟାଲ ପୋଲିସ ଖୋଳତାଡ ଆରମ୍ଭ କରିଛି। ତେବେ କେଉଁ ପରିସ୍ଥିତିରେ ଗ୍ୟାରେଜ ଭିତରକୁ ଏହି ବୋମା ଆସିଲା ତାକୁ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି। ତେବେ ଏହି ଗ୍ୟାରେଜରେ ପୂର୍ବରୁ ଏକ ବୋମା ମିଳିଥିଲା। ଗ୍ୟାରେଜ ମାଲିକଙ୍କ ସାନଭାଇ ଏହା ବୋମା ବୋଲି ଜାଣି ନପାରି ଧରିବାବେଳେ ଏହା ଫୁଟି ଯିବାରୁ ସେ […]

boma

boma

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 01:44 PM IST

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ-୬ ଗ୍ୟାରେଜ ଭିତରୁ ମିଳିଲା ଦୁଇଟି ଅଫୁଟା ବୋମା। ଏହାକୁ ବମ୍ ସ୍କ୍ୱାର୍ଡ ମାଧ୍ୟମରେ ନିଷ୍କ୍ରିୟ କରାଯିବା ସହ କ୍ୟାପିଟାଲ ପୋଲିସ ଖୋଳତାଡ ଆରମ୍ଭ କରିଛି। ତେବେ କେଉଁ ପରିସ୍ଥିତିରେ ଗ୍ୟାରେଜ ଭିତରକୁ ଏହି ବୋମା ଆସିଲା ତାକୁ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି। ତେବେ ଏହି ଗ୍ୟାରେଜରେ ପୂର୍ବରୁ ଏକ ବୋମା ମିଳିଥିଲା। ଗ୍ୟାରେଜ ମାଲିକଙ୍କ ସାନଭାଇ ଏହା ବୋମା ବୋଲି ଜାଣି ନପାରି ଧରିବାବେଳେ ଏହା ଫୁଟି ଯିବାରୁ ସେ ଆହତ ହୋଇଥିଲେ। ତେବେ ବାରମ୍ୱାର  ବୋମା ବାହାରିବା ଘଟଣା ପଛରେ ଉଦ୍ଦେଶ୍ୟ କ’ଣ ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Related story