ଭୁବନେଶ୍ୱର: ଲିଙ୍ଗରାଜଙ୍କ ଜମି ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜଙ୍କ ଜମି ଠକେଇ ଅଭିଯୋଗରେ ଜଣେ ଗିରଫ। ତାଙ୍କ ନାଁ ଗଙ୍ଗ।ଧର ସାହୁ। ପ୍ରାୟ ୩୩ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି। ଗଙ୍ଗ।ଧର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ମାଲିକ ବୋଲି ଜଣା ପଡିଛି। ସହିଦନଗର ପୋଲିସ ତାଙ୍କୁ ଗିରଫ କରିଛି।

bbsr

bbsr

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 07:49 AM IST

Sports

Latest News

ଭୁବନେଶ୍ୱର: ଲିଙ୍ଗରାଜଙ୍କ ଜମି ଠକେଇ ଅଭିଯୋଗରେ ଜଣେ ଗିରଫ। ତାଙ୍କ ନାଁ ଗଙ୍ଗ।ଧର ସାହୁ। ପ୍ରାୟ ୩୩ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି। ଗଙ୍ଗ।ଧର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ମାଲିକ ବୋଲି ଜଣା ପଡିଛି। ସହିଦନଗର ପୋଲିସ ତାଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos