ଭୁବନେଶ୍ୱର: ଲିଙ୍ଗରାଜଙ୍କ ଜମି ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜଙ୍କ ଜମି ଠକେଇ ଅଭିଯୋଗରେ ଜଣେ ଗିରଫ। ତାଙ୍କ ନାଁ ଗଙ୍ଗ।ଧର ସାହୁ। ପ୍ରାୟ ୩୩ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି। ଗଙ୍ଗ।ଧର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ମାଲିକ ବୋଲି ଜଣା ପଡିଛି। ସହିଦନଗର ପୋଲିସ ତାଙ୍କୁ ଗିରଫ କରିଛି।