ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଆଶାକର୍ମୀ

ଭୁବନେଶ୍ୱର: ମାସିକ ସର୍ବନିମ୍ନ ଦରମା ୧୫ ହଜାର ଟଙ୍କ।, ଏନଏଚଏମଙ୍କୁ ସ୍ଥାୟୀ କରିବା, ପ୍ରୋଭିଡେଣ୍ଟ ଫଣ୍ଡ, ଇଏସଆଇ ଓ ପେନସନ ଆଦି ବ୍ୟବସ୍ଥା ଲଶଗୁ କରିବା ଦାବିରେ ହଜାର ହଜାର ସଂଖ୍ୟାରେ ଆଶାକର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମାଷ୍ଟରକ୍ୟାଣ୍ଟିନଠାରୁ ଆଶାକର୍ମୀମାନେ ଏକ ବିଶାଳ ରାଲିରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକୀପତ୍ର ପ୍ରଦାନ କରିଛନ୍ତି । ଦାବିପୂରଣ ନ ହେଲେ ସେପ୍ଟେମ୍ବର ୨ତାରିଖରେ ସର୍ବଭାରତୀୟ ହରତାଳ କରାଯିବ […]

asa

asa

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 01:26 PM IST

Sports

Latest News

ଭୁବନେଶ୍ୱର: ମାସିକ ସର୍ବନିମ୍ନ ଦରମା ୧୫ ହଜାର ଟଙ୍କ।, ଏନଏଚଏମଙ୍କୁ ସ୍ଥାୟୀ କରିବା, ପ୍ରୋଭିଡେଣ୍ଟ ଫଣ୍ଡ, ଇଏସଆଇ ଓ ପେନସନ ଆଦି ବ୍ୟବସ୍ଥା ଲଶଗୁ କରିବା ଦାବିରେ ହଜାର ହଜାର ସଂଖ୍ୟାରେ ଆଶାକର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମାଷ୍ଟରକ୍ୟାଣ୍ଟିନଠାରୁ ଆଶାକର୍ମୀମାନେ ଏକ ବିଶାଳ ରାଲିରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକୀପତ୍ର ପ୍ରଦାନ କରିଛନ୍ତି । ଦାବିପୂରଣ ନ ହେଲେ ସେପ୍ଟେମ୍ବର ୨ତାରିଖରେ ସର୍ବଭାରତୀୟ ହରତାଳ କରାଯିବ ଆଶାକର୍ମୀମାନେ ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos