ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର: ରାଜ୍ୟର ସରକାରୀ ଉଦ୍ୟୋଗ ସମ୍ପର୍କୀତ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି। ୨୦୧୪ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୩୮ଟି ସରକାରୀ ଉଦ୍ୟୋଗ କାର୍ଯ୍ୟକ୍ଷମ ଥିବା ଏଥିରେ ଦର୍ଶାଯାଇଛି। ଏଥିମଧ୍ୟରୁ ୨୭ଟି ଉଦ୍ୟୋଗ ଲାଭରେ ଚାଲିଥିବା ବେଳେ ୭ଟି କ୍ଷତି କରୁଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ରିପୋର୍ଟ ଅନୁସାରେ ଓଡ଼ିଶା ମାଇନିଂ କର୍ପୋରେସନ-ଓଏମସି ସର୍ବାଧିକ ୧୪ଶହ ୯୯ କୋଟି ୯୫ ଲକ୍ଷ ଟଙ୍କା ଲାଭ କରିଛି। ସେହିପରି ଓପିଜିସି ୧୮୩ କୋଟି ୮୨ ଲକ୍ଷ […]

cag

cag

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 03:21 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ସରକାରୀ ଉଦ୍ୟୋଗ ସମ୍ପର୍କୀତ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି। ୨୦୧୪ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୩୮ଟି ସରକାରୀ ଉଦ୍ୟୋଗ କାର୍ଯ୍ୟକ୍ଷମ ଥିବା ଏଥିରେ ଦର୍ଶାଯାଇଛି। ଏଥିମଧ୍ୟରୁ ୨୭ଟି ଉଦ୍ୟୋଗ ଲାଭରେ ଚାଲିଥିବା ବେଳେ ୭ଟି କ୍ଷତି କରୁଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ରିପୋର୍ଟ ଅନୁସାରେ ଓଡ଼ିଶା ମାଇନିଂ କର୍ପୋରେସନ-ଓଏମସି ସର୍ବାଧିକ ୧୪ଶହ ୯୯ କୋଟି ୯୫ ଲକ୍ଷ ଟଙ୍କା ଲାଭ କରିଛି। ସେହିପରି ଓପିଜିସି ୧୮୩ କୋଟି ୮୨ ଲକ୍ଷ ଟଙ୍କା ଲାଭ କରି ଦ୍ୱିତୀୟ ସ୍ଥାନରେ ରହିଛି।  ଅନ୍ୟପକ୍ଷେ ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ ସର୍ବାଧିକ ୩୧ କୋଟି  ୭୧ ଲକ୍ଷ ଟଙ୍କା କ୍ଷତି ସହିଥିବା ବେଳେ ଇଡକଲ ଫେରୋକ୍ରୋମର ୧୨କୋଟି ୮୫ ଲକ୍ଷ ଟଙ୍କା କ୍ଷତି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos