ବିଧାନସଭା ଶୀତ ଅଧିବେଶନ: ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ନେଇ ଚାଲିଛି ଆଲୋଚନା

ଭୁବନେଶ୍ୱର: ବିଧାନସଭାରେ ମଙ୍ଗଳବାର ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ନେଇ ଆଲୋଚନା ଆରମ୍ଭ ହୋଇଛି। ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଡିସେମ୍ୱର ୧ରେ ଉପସ୍ଥାପିତ ହୋଇଥିଲା। ଯେଉଁଥିରେ ୧୧ହଜାର ୪୪୮କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ହୋଇଥିଲା। ଏଥିରେ ପଞ୍ଚାୟତରାଜ ବିଭାଗ ପାଇଁ ଅଧିକ ଅର୍ଥ ରଖାଯାଇଥିଲା। ତେବେ ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମାଓବାଦୀ ପ୍ରସଙ୍ଗ ଉଠାଇ ପାରନ୍ତି।

assembly

assembly

Rakesh Mallick
  • Published: Tuesday, 08 December 2015
  • Updated: 08 December 2015, 11:23 AM IST

Sports

Latest News

ଭୁବନେଶ୍ୱର: ବିଧାନସଭାରେ ମଙ୍ଗଳବାର ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ନେଇ ଆଲୋଚନା ଆରମ୍ଭ ହୋଇଛି। ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଡିସେମ୍ୱର ୧ରେ ଉପସ୍ଥାପିତ ହୋଇଥିଲା। ଯେଉଁଥିରେ ୧୧ହଜାର ୪୪୮କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ହୋଇଥିଲା। ଏଥିରେ ପଞ୍ଚାୟତରାଜ ବିଭାଗ ପାଇଁ ଅଧିକ ଅର୍ଥ ରଖାଯାଇଥିଲା।

ତେବେ ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମାଓବାଦୀ ପ୍ରସଙ୍ଗ ଉଠାଇ ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story