ବିଧାୟକ ରୋହିତ ପୂଜାରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ସମ୍ୱଲପୁର: ସମ୍ବଲପୁରରେ ଅନୁଷ୍ଠିତ ବିଜେଡିର ଜନସମ୍ପର୍କ ପଦଯାତ୍ରା ସମୟରେ ମଞ୍ଚରେ ଭାଷଣ ଦେଉଥିବା ସମୟରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ହଠାତ ସଂଜ୍ଞାହୀନ ହୋଇ ପଡିଥିଲେ । ତାଙ୍କୁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଛି । ଡିହାଇଡ୍ରେସନ ହେବା କାରଣରୁ ସେ ଅସୁସ୍ଥ ହୋଇପଡିଥିବା ଡାକ୍ତର କହିଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

rohit

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 04:41 PM IST

Related story