ବିଦ୍ୟାଧରପୁରରୁ ଗଡିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡି

କଟକ:ଶ୍ରୀକ୍ଷେତ୍ର ଅଭିମୁଖେ ଜାରି ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡି ଯାତ୍ରା। ଗତକାଲି ରାତିରେ କଟକ ବିଦ୍ୟାଧରପୁର ସାଇ ମନ୍ଦିର ନିକଟରେ ଆସି ପହଞ୍ଚିଛି ଦାରୁ ଶଗଡି। ଆଜି ପୁଣି ଆଗକୁ ଗଡ଼ିବ ଶଗଡ଼ି। ସେପଟେ ଦାରୁଶଗଡି ଦର୍ଶନ ଲାଗି କଟକ- ପାରାଦ୍ୱୀପ ରାସ୍ତାରେ ଜନସମୁଦ୍ର ଦେଖିବାକୁ ମିଳୁଛି। ଲୋକେ ରାସ୍ତା ସଫ। କରି ଝୋଟି ପକାଇ, ଦୀପ ଜାଳି ମହାପ୍ରଭୁଙ୍କ ଦାରୁକୁ ସ୍ୱାଗତ କରୁଛନ୍ତି। ଘଣ୍ଟଘଣ୍ଟା, ହରିବୋଲ ହୁଳହୁଳି ଧ୍ୱନୀରେ ପୁରା ପରିବେଶ ପ୍ରକମ୍ପିତ ହେଉଛି।

jagantah daru

jagantah daru

Rakesh Mallick
  • Published: Saturday, 16 May 2015
  • Updated: 16 May 2015, 03:26 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story