ଓଡ଼ିଶା ଆସୁଛନ୍ତି ବିହାର ରାଜ୍ୟପାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପାଇଁ ବିହାର ରାଜ୍ୟପାଳ ସତ୍ୟପାଲ ମଲିକ ଆଜି ଆସୁଛନ୍ତି। ଆଜି ସେ ଶପଥ ନେଇପାରନ୍ତି। ଓଡ଼ିଶାର ରାଜ୍ୟପାଳ ଏସ୍‌ସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କ ସ୍ଥାନରେ ସତ୍ୟପାଲଙ୍କୁ ମଳିଥିଲା ଅତିରିକ୍ତ ଦାୟିତ୍ୱ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ ଯୋଗେ ଏନେଇ ସୂଚନା ଦେଇଥିଲେ।

satyapal-maliik

Rakesh Mallick
  • Published: Wednesday, 21 March 2018
  • , Updated: 21 March 2018, 04:12 PM IST

Related story