ମହାକାଳପଡ଼ା ସମାବେଶରେ ଯୋଗ ଦେଲେନି ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପିର ସର୍ବଭାରତୀୟ ଜନସମ୍ପର୍କ ଅଭିଯାନ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାଠାରେ ଏକ ବିଶାଳ ବିସ୍ଥାପିତ ସମାବେଶରେ ଯୋଗ ଦେଇ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏହି ଅଭିଯାନକୁ ଶୁଭାରମ୍ଭ କରିବା ସହ ସିଏଏ ବିରୋଧରେ ବିରୋଧୀଙ୍କ ଅପପ୍ରଚାର ଉପରେ ବିଶ୍ୱାସ ନକରିବାକୁ ଆହ୍ୱାନ ଦେଇଥିଲେ। ତେବେ ଏହି ସମାବେଶରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ପ୍ରାୟତଃ ସମସ୍ତ ନେତା ଯୋଗ ଦେଇଥିଲାବେଳେ ବରିଷ୍ଠ […]

543-2-750x430

543-2-750x430

Tapas Behera
  • Published: Sunday, 05 January 2020
  • Updated: 05 January 2020, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପିର ସର୍ବଭାରତୀୟ ଜନସମ୍ପର୍କ ଅଭିଯାନ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାଠାରେ ଏକ ବିଶାଳ ବିସ୍ଥାପିତ ସମାବେଶରେ ଯୋଗ ଦେଇ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏହି ଅଭିଯାନକୁ ଶୁଭାରମ୍ଭ କରିବା ସହ ସିଏଏ ବିରୋଧରେ ବିରୋଧୀଙ୍କ ଅପପ୍ରଚାର ଉପରେ ବିଶ୍ୱାସ ନକରିବାକୁ ଆହ୍ୱାନ ଦେଇଥିଲେ।

ତେବେ ଏହି ସମାବେଶରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ପ୍ରାୟତଃ ସମସ୍ତ ନେତା ଯୋଗ ଦେଇଥିଲାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ସାମିଲ ହୋଇନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମହାକାଳପଡ଼ାଠାରେ ସମାବେଶକୁ ସଫଳ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଗତ କିଛଦିନ ଧରି ଜୋରଦାର ପ୍ରୟାସ ଚାଲିଥିଲା। ମହାକାଳପଡ଼ାଠାରେ ସମାବେଶ କରି ସିଏଏ ସପକ୍ଷରେ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରାଯାଉଥିବାରୁ ଏହି କାର୍ଯ୍ୟକ୍ରମ ପାଇଁ ଦଳ ମଧ୍ୟ ଆଗୁଆ ପ୍ରସ୍ତୁତି କରିଥିଲା। କିନ୍ତୁ ଏହି ସମାବେଶରେ ମହାକାଳପଡ଼ା ଓ ପାଟକୁରା ମାଟିର ପୁଅ ତଥା ରାଜ୍ୟ ବିଜେପିର ପ୍ରଭାବଶାଳୀ ନେତା ବିଜୟ ମହାପାତ୍ର ଅନୁପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ସମସ୍ତ ନେତା ଥିବାବେଳେ ଶ୍ରୀ ମହାପାତ୍ର ଙ୍କ ଅନୁପସ୍ଥିତିକୁ ନେଇ ସମାବେଶ ସ୍ଥଳରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଶ୍ରୀ ମହାପାତ୍ରଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ସମାବେଶରେ ଯୋଗ ଦେବା ପାଇଁ ଶ୍ରୀ ମହାପାତ୍ରଙ୍କୁ ଗତକାଲି ରାତିରେ ହିଁ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ଏତେ ବଡ଼ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଗରୁ ସୂଚିତ କରାଯାଇନଥିବାରୁ ଶ୍ରୀ ମହାପାତ୍ର ନିଜକୁ ଅପମାନିତ ଅନୁଭବ କରି ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମହାକାଳପଡ଼ାଠାରେ ଦଳର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ଉପସଭାପତି ଭୁବନମୋହନ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ, ମାର୍ଶାଘାଇ ବିଧାନସଭା ଦଳୀୟ ପ୍ରାର୍ଥୀ ବିଜୟ ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ବିଷ୍ଣୁ ଦାଶ, ଉମାକାନ୍ତ ପଟ୍ଟନାୟକ, ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story