‘ଭୋଟ ଦିନ ପରୀକ୍ଷା ନାହିଁ, ବିଶେଷ କିଛି ଅସୁବିଧା ହେବ ନାହିଁ’

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବ୍ରୁଆରୀ ୨୪ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାନ ପାଇଁ ଭୋଟ୍&zwnj; ଗ୍ରହଣ ହେବ। ସେହି ସମୟରେ ମାଟ୍ରିକ୍ ପରୀକ୍ଷା ହେଉଥିବା ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି। ତେବେ ୨୪ ତାରିଖରେ ପରୀକ୍ଷା ନଥିବାରୁ ବିଶେଷ କିଛି ଅସୁବିଧା ହେବ ନାହିଁ। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍. ଗୁପ୍ତା।</p> <p>ସେ କହିଛନ୍ତି-&ldquo;ବିଜେପୁର ନିର୍ବାଚନମଣ୍ଡଳୀ ୨୭୦ଟି ବୁଥ୍ ମଧ୍ୟରୁ କେବଳ ୧୩ଟି ଏମିତି ବୁଥରେ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର କରାଯାଇଛି। ତାଛଡ଼ା ଭୋଟ ଦିନ ଅର୍ଥାତ ଫେବ୍ରୁଆରୀ ୨୪ରେ କୌଣସି ପରୀକ୍ଷା ନଥିବାରୁ ସେଭଳି କୌଣସି ଅସୁବିଧା ହେବନାହିଁ। ପୋଲିଂ ପାର୍ଟି ୨୩ ତାରିଖ ସଂଧ୍ୟାରେ ପହଞ୍ଚିବେ। ୨୪ ତାରିଖ ରାତି ୯ଟା ୧୦ଟା ସୁଦ୍ଧା ଚାଲିଯିବେ। ସେ ଦୃଷ୍ଟିରୁ ପରୀକ୍ଷା ପରିଚାଳନାରେ କୌଣସି ସମସ୍ୟା ହେବନାହିଁ। ଏହାସତ୍ତ୍ୱେ ଯଦି ବୁଥ୍ ପରିବର୍ତ୍ତନ ପାଇଁ କୌଣସି ଆବଶ୍ୟକ ହୁଏ, ସେ ନେଇ ପ୍ରଶାସନ ଓ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରାଯିବେ।&rdquo;</p>

Ordigital Desk
  • Published: Thursday, 25 January 2018
  • Updated: 25 January 2018, 04:08 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫେବ୍ରୁଆରୀ ୨୪ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାନ ପାଇଁ ଭୋଟ୍&zwnj; ଗ୍ରହଣ ହେବ। ସେହି ସମୟରେ ମାଟ୍ରିକ୍ ପରୀକ୍ଷା ହେଉଥିବା ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି। ତେବେ ୨୪ ତାରିଖରେ ପରୀକ୍ଷା ନଥିବାରୁ ବିଶେଷ କିଛି ଅସୁବିଧା ହେବ ନାହିଁ। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍. ଗୁପ୍ତା।</p><p>ସେ କହିଛନ୍ତି-&ldquo;ବିଜେପୁର ନିର୍ବାଚନମଣ୍ଡଳୀ ୨୭୦ଟି ବୁଥ୍ ମଧ୍ୟରୁ କେବଳ ୧୩ଟି ଏମିତି ବୁଥରେ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର କରାଯାଇଛି। ତାଛଡ଼ା ଭୋଟ ଦିନ ଅର୍ଥାତ ଫେବ୍ରୁଆରୀ ୨୪ରେ କୌଣସି ପରୀକ୍ଷା ନଥିବାରୁ ସେଭଳି କୌଣସି ଅସୁବିଧା ହେବନାହିଁ। ପୋଲିଂ ପାର୍ଟି ୨୩ ତାରିଖ ସଂଧ୍ୟାରେ ପହଞ୍ଚିବେ। ୨୪ ତାରିଖ ରାତି ୯ଟା ୧୦ଟା ସୁଦ୍ଧା ଚାଲିଯିବେ। ସେ ଦୃଷ୍ଟିରୁ ପରୀକ୍ଷା ପରିଚାଳନାରେ କୌଣସି ସମସ୍ୟା ହେବନାହିଁ। ଏହାସତ୍ତ୍ୱେ ଯଦି ବୁଥ୍ ପରିବର୍ତ୍ତନ ପାଇଁ କୌଣସି ଆବଶ୍ୟକ ହୁଏ, ସେ ନେଇ ପ୍ରଶାସନ ଓ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରାଯିବେ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos