ବିଜେପୁରବାସୀ ଶୁଣିଲେ ମୋଦିଙ୍କ ମନ କଥା

<p>ବିଜେପୁର (ଓଡ଼ିଶା ରିପୋର୍ଟର): &nbsp;ଆଜି ୨୦୧୭ ମସିହାର ଶେଷ &lsquo;ମନ୍&zwnj; କି ବାତ&rsquo; କାର୍ଯ୍ୟକ୍ରମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସାମିଲ କରିବା ପାଇଁ ବିଜେପି ପକ୍ଷରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ନିର୍ବାଚନ ମଣ୍ଡଳୀର ସମସ୍ତ ୨୭୦ ବୁଥର ଲୋକଙ୍କୁ ମୋଦିଙ୍କ ମନ କଥା ଶୁଣାଇବାକୁ ଦଳ କରିଥିଲା ବ୍ୟାପକ ଆୟୋଜନ କରାଯାଇଥିଲା।</p> <p>ରାଜ୍ୟ ସ୍ତରରୁ ୨୭୦ ନେତା ବିଜେପୁରରେ ପହଞ୍ଚି ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତାଙ୍କ ସମେତ ସବୁ ବିଧାୟକ ବୁଥରେ ରହି &lsquo;ମନ୍&zwnj; କି ବାତ୍&zwnj;&rsquo; କାର୍ଯ୍ୟକ୍ରମକୁ କର୍ମୀଙ୍କ ଗହଣରେ ଶୁଣିଛନ୍ତି।</p>

Ordigital Desk
  • Published: Sunday, 31 December 2017
  • Updated: 31 December 2017, 04:52 PM IST
<p>ବିଜେପୁର (ଓଡ଼ିଶା ରିପୋର୍ଟର): &nbsp;ଆଜି ୨୦୧୭ ମସିହାର ଶେଷ &lsquo;ମନ୍&zwnj; କି ବାତ&rsquo; କାର୍ଯ୍ୟକ୍ରମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସାମିଲ କରିବା ପାଇଁ ବିଜେପି ପକ୍ଷରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ନିର୍ବାଚନ ମଣ୍ଡଳୀର ସମସ୍ତ ୨୭୦ ବୁଥର ଲୋକଙ୍କୁ ମୋଦିଙ୍କ ମନ କଥା ଶୁଣାଇବାକୁ ଦଳ କରିଥିଲା ବ୍ୟାପକ ଆୟୋଜନ କରାଯାଇଥିଲା।</p><p>ରାଜ୍ୟ ସ୍ତରରୁ ୨୭୦ ନେତା ବିଜେପୁରରେ ପହଞ୍ଚି ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତାଙ୍କ ସମେତ ସବୁ ବିଧାୟକ ବୁଥରେ ରହି &lsquo;ମନ୍&zwnj; କି ବାତ୍&zwnj;&rsquo; କାର୍ଯ୍ୟକ୍ରମକୁ କର୍ମୀଙ୍କ ଗହଣରେ ଶୁଣିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos