ଆନୁଗତ୍ୟ ଓ ପରିଶ୍ରମ ନୁହେଁ, ଦେଲେ ବିଜେଡିରେ ପଦବୀ ମିଳେ: କଳ୍ପତରୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଦଳ ପାଇଁ ପରିଶ୍ରମ ଓ ଦଳପ୍ରତି ଆନୁଗତ୍ୟର କିଛି ମୂଲ୍ୟ ନାହିଁ। ରାତିରେ ମଦ ଓ ନାରୀ ଦେଲେ ବିଜେଡିରେ ପଦବୀ ମିଳେ। ଆମଦାନୀ ହୋଇଥିବା ନେତାଙ୍କ କବଜାରେ ଏବେ ଦଳ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଜାଣୁନାହାନ୍ତି। ତାଙ୍କୁ ଅନ୍ଧାରରେ ରଖି ଏମାନେ ଦଳ ବୁଝିବା ନାଁରେ ସେମାନଙ୍କ ସହ ସାଲିସ୍ କରୁଥିବା ଲୋକଙ୍କୁ ପଦପଦବୀ ଦେଉଛନ୍ତି।” ଆଜି ଏଭଳି କିଛି କଡ଼ା ଭାଷାରେ ବିଜେଡିର ସାଂଗଠନିକ ପରିଚାଳନାର ଗୁମର ଖୋଲିଛନ୍ତି […]

6nm

6nm

Tapas Behera
  • Published: Monday, 28 September 2020
  • Updated: 28 September 2020, 06:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଦଳ ପାଇଁ ପରିଶ୍ରମ ଓ ଦଳପ୍ରତି ଆନୁଗତ୍ୟର କିଛି ମୂଲ୍ୟ ନାହିଁ। ରାତିରେ ମଦ ଓ ନାରୀ ଦେଲେ ବିଜେଡିରେ ପଦବୀ ମିଳେ। ଆମଦାନୀ ହୋଇଥିବା ନେତାଙ୍କ କବଜାରେ ଏବେ ଦଳ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଜାଣୁନାହାନ୍ତି। ତାଙ୍କୁ ଅନ୍ଧାରରେ ରଖି ଏମାନେ ଦଳ ବୁଝିବା ନାଁରେ ସେମାନଙ୍କ ସହ ସାଲିସ୍ କରୁଥିବା ଲୋକଙ୍କୁ ପଦପଦବୀ ଦେଉଛନ୍ତି।” ଆଜି ଏଭଳି କିଛି କଡ଼ା ଭାଷାରେ ବିଜେଡିର ସାଂଗଠନିକ ପରିଚାଳନାର ଗୁମର ଖୋଲିଛନ୍ତି ଯୁବ ବିଜେଡି ସାଧାରଣ ସମ୍ପାଦକ କଳ୍ପତରୁ ଓଝା।
ଭୁବନେଶ୍ୱର ଛାତ୍ର ବିଜେଡିର ପୂର୍ବତନ ସଭାପତି ତଥା ଯୁବ ବିଜେଡି ସାଧାରଣ ସମ୍ପାଦକ ଥିବା ଶ୍ରୀ ଓଝାଙ୍କୁ ଦଳରୁ ଆଜି ବହିଷ୍କାର କରାଯିବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ବିଜେଡିର ଆଭ୍ୟନ୍ତରୀଣ ସାଂଗଠନିକ ପରିଚାଳନାର ଗୁମର ଖୋଲିଛନ୍ତି। ଦୀର୍ଘ ୧୬ବର୍ଷ ଧରି ସେ ବିଜେଡି ସଂଗଠନର ଆଗଧାଡ଼ିରେ ରହି କାର୍ଯ୍ୟ କରିଥିବାବେଳେ ନିଜର ଅଧିକାର ପାଇଁ କଂଗ୍ରେସ କି ବିଜେପି ନୁହେଁ ବରଂ ବିଜେଡିର ବିବାଦୀୟ ନେତାମାନଙ୍କ ବିରୁଦ୍ଧରେ ଲଢ଼େଇ କରିବେ ବୋଲି କହିଛନ୍ତି।
ସେ କହିଛନ୍ତି ଯେ, ଯୁବ ସଭାପତି ବ୍ୟୋମକେଶ ରାୟ ଓ ପ୍ରଣବ ବଳବନ୍ତରାୟ(ଯୁବ ବ୍ୟାପାର) ବହୁ ଦୁର୍ନୀତିରେ ଏହି ଦୁଇ ନେତା ସମ୍ପୃକ୍ତ। ମୋତିଲାଲ ଗୌଡ଼ ମାମଲା, ଘଙ୍ଗାପାଟଣା ଜମି ଦୁର୍ନୀତି, କୃତ୍ରିମ ବନ୍ୟା, ହାଫ୍ ପ୍ୟାଣ୍ଟ ପିନ୍ଧି ହାତରେ ମଦଗ୍ଲାସ ଧରି ବୁଲୁଥିବା କଳଙ୍କିତ ନେତାମାନେ କିଭଳି ଏ ରାଜ୍ୟର ଯୁବସମାଜ ଓ ଛାତ୍ରସମାଜକୁ ମାର୍ଗଦର୍ଶନ କରିବେ ଓ କି ପରାମର୍ଶ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ୟାରୀ ମହାପାତ୍ର ଯିବା ପରଠୁ ଏ ଦଳରେ ଆମଦାନୀ ନେତାମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ବାଣୀବିହାରରୁ ଯେଉଁ ଛାତ୍ର ନେତାମାନଙ୍କୁ ଆମଦାନୀ କରାଗଲା ସେମାନଙ୍କୁ ପଦପଦବୀ ଦିଆଗଲା। ସେମାନେ ପଇସା ଓ ଝିଅ ଦେଲେ। କିନ୍ତୁ ସେ ଦଳ ପାଇଁ ସମୟ ଦେଇଛନ୍ତି ଓ ଖଟିଛନ୍ତି। ତେଣୁ ସେ ମଜୁରୀ ବିଜୁ ଜନତା ଦଳରୁ ହିଁ ନେବେ। ଅଲଗା କେଉଁ ଦଳରେ ମିଶିବାର ପ୍ରଶ୍ନ ଉଠୁନି। ଆଗାମୀ ଦିନରେ ବିଜେପି ଓ କଂଗ୍ରେସକୁ ଛାଡ଼ି ରାଜରାସ୍ତାରେ ବିଜେଡିର ସେହି ନେତାମାନଙ୍କ ସହ ସେ ଲଢ଼େଇ କରିବେ। ବିଜେଡିରେ ଅଛନ୍ତି ଓ ସେ ରହିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାୟକ ବ୍ୟୋମକେଶ ରାୟ ଓ ପ୍ରଣବ ବଳବନ୍ତରାୟଙ୍କ ପାଖରେ ଯେଉଁମାନେ ଥିଲେ, ରାତିରେ ମଦ ଓ ନାରୀ ଯୋଗାଉଥିଲେ ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଦଳରେ ଅଭିଜ୍ଞତା, ବରିଷ୍ଠ-କନିଷ୍ଠ ଓ ପରିଶ୍ରମର କିଛି ମୂଲ୍ୟ ନାହିଁ। ଦଳର ଯୁବ ମହାସଚିବ ପଦବୀରେ ଜଣେ ମହିଳାଙ୍କୁ ଅବସ୍ଥାପିତ କରିଛନ୍ତି ଯିଏ କାଲି ସକାଳେ କେଉଁଠି ନାଚୁଥିଲେ। ସେଭଳି ଜଣେ ଆଲବମବାଲି ତାଙ୍କୁ କ’ଣ ପରାମର୍ଶ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କୁ ଡରାଇବା, ବାନ୍ଧିବା ଓ ବହିଷ୍କାର କରିବାକୁ ନେଇ ସେ ବିଚଳିତ ନୁହଁନ୍ତି। ଆଉ ଯିଏ କହୁଛନ୍ତି ବିଶୃଙ୍ଖଳିତ ଆଚରଣ। ତାଙ୍କୁ ଜଣାଇଦେବାକୁ ଚାହୁଁଛି ଯେ, ସେ ଭୁବନେଶ୍ୱରର ପିଲା ଓ ଗତ ୧୬ବର୍ଷ ଧରି ଭୁବନେଶ୍ୱରରେ ଆଗଧାଡ଼ିରେ ରହି ରାଜନୀତି କରୁଛନ୍ତି।

ଦଳର ନିର୍ଦ୍ଦେଶରେ ବିଶୃଙ୍ଖଳିତ ହୋଇଛି। ଦଳ ଯେଉଁଠି-ଯେତେବେଳେ ଯାହା ବିରୁଦ୍ଧରେ ଲଗେଇଛି ସେ ସେୟା କରିଛନ୍ତି। ଯେଉଁ ନେତାମାନଙ୍କ ନିର୍ଦ୍ଦେଶରେ ସେ ବିଗତ ଦିନରେ ଗଣ୍ଡଗୋଳଠୁ ଆରମ୍ଭ କରି ରାସ୍ତାରୋକ ପର୍ଯ୍ୟନ୍ତ କରିଥିଲେ,ଆଗାମୀ ଦିନରେ ସେମାନଙ୍କ ନାଁ ସେ ଗଣମାଧ୍ୟମ ସମ୍ମୁଖରେ ଖୋଲିବେ। ସେ ଦଳରେ ଅଛନ୍ତି ଓ ଆଗାମୀ ଦିନରେ ଦଳ ପାଇଁ ହିଁ କାମ କରିବେ ତଥା ଏହି କଳଙ୍କିତ ନେତାମାନଙ୍କ ଅସଲ ଚେହେରା ପଦାରେ ପକାଇବେ ବୋଲି କହିଛନ୍ତି।
ବିଜୁ ଯୁବ ଜନତାର ନବନିଯୁକ୍ତ ସଭାପତି ବ୍ୟୋମକେଶ ରାୟଙ୍କ ସମ୍ପର୍କରେ କଡ଼ା ଟିପ୍ପଣୀ ଦେଇ କହିଛନ୍ତି ଯେ, ସେ ଆଜିପର୍ଯ୍ୟନ୍ତ କୌଣସି ଛାତ୍ର ସଂସଦ ନିର୍ବାଚନ ଲଢ଼ିନାହାନ୍ତି କି କଲେଜରେ ପ୍ରତିନିଧିତ୍ୱ କରିନାହାନ୍ତି। ମଦ ପିଇ ବୁଲିବା ଫଟୋ ସମସ୍ତେ ଦେଖିଛନ୍ତି। ସେ କ’ଣ ରାଜ୍ୟର ଛାତ୍ରସମାଜ ଓ ଯୁବ ସମାଜକୁ ମାର୍ଗଦର୍ଶନ କରିବେ ବୋଲି ଶ୍ରୀ ଓଝା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story