ବିଜୁଳି ଶୁକ୍ଳ ବୃଦ୍ଧିକୁ ବିରୋଧ: ଆଜିଠୁ ଧାରଣାରେ ବସିବ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ

ଭୁବନେଶ୍ୱର: ୨୦୧୬-୧୭ ଆର୍ଥିକ ବର୍ଷରେ ବିଜୁଳି ଶୁକ୍ଳ ବୃଦ୍ଧି ପ୍ରତିବାଦରେ ଆଜିଠାରୁ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଓଇଆରସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବ। ଏନେଇ ବୁଧବାର ଏକ ସାମ୍ୱାଦିକ ସମ୍ମିଳନୀରେ  ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ଓଇଆରସିର ଜନ ଶୁଣାଣି ପ୍ରତ୍ୟାଖାନ କରିବାକୁ ମହାସଂଘ ଆହ୍ୱାନ ଦେଇଛି। ଏହସହ ସଂଘ ୭ ଦଫା ଦାବି ଉପସ୍ଥାପନ କରିଛି।

dhrana

Rakesh Mallick
  • Published: Thursday, 04 February 2016
  • , Updated: 04 February 2016, 04:23 AM IST

Related story