ବିମୁଦ୍ରାକରଣ ନିଷ୍ପତ୍ତିକୁ ସିପିଆଇ ମାଓବାଦୀଙ୍କ ବିରୋଧ

ଭୁବନେଶ୍ୱର: ବିମୁଦ୍ରାକରଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସିପିଆଇ ମାଓବାଦୀ ବିରୋଧ କରିଛି। ଜନତାଙ୍କ ପାଖରେ ଥିବା ଟଙ୍କାକୁ ବ୍ୟାଙ୍କରେ ପହଞ୍ଚାଇ କର୍ପୋରେଟଗୁଡ଼ିକୁ ଆହୁରି ମଜବୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି। ମାଲକାନଗିରି ଡିଭିଜନ କମିଟି ସିପିଆଇ ମାଓବାଦୀର ସମ୍ପାଦକ ପୁନମ ଚାନ୍ଦ ଗଣମାଧ୍ୟମକୁ ଦେଇଥିବା ଏକ ୫ ପୃଷ୍ଠାର ଚିଠିରେ ଏହା ଉଲ୍ଲେଖ କରିଛନ୍ତି। ମୋଦି ସରକାରଙ୍କ ପାର୍ଶୀବାଦୀ ପଦ୍ଧତି ବିରୋଧରେ ସମସ୍ତ ପାର୍ଟି ଓ ଜନତାକୁ ମିଶି ଲଢ଼ିବା […]

maobadi

Rakesh Mallick
  • Published: Monday, 28 November 2016
  • , Updated: 28 November 2016, 03:22 PM IST

ଭୁବନେଶ୍ୱର: ବିମୁଦ୍ରାକରଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସିପିଆଇ ମାଓବାଦୀ ବିରୋଧ କରିଛି। ଜନତାଙ୍କ ପାଖରେ ଥିବା ଟଙ୍କାକୁ ବ୍ୟାଙ୍କରେ ପହଞ୍ଚାଇ କର୍ପୋରେଟଗୁଡ଼ିକୁ ଆହୁରି ମଜବୁତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି। ମାଲକାନଗିରି ଡିଭିଜନ କମିଟି ସିପିଆଇ ମାଓବାଦୀର ସମ୍ପାଦକ ପୁନମ ଚାନ୍ଦ ଗଣମାଧ୍ୟମକୁ ଦେଇଥିବା ଏକ ୫ ପୃଷ୍ଠାର ଚିଠିରେ ଏହା ଉଲ୍ଲେଖ କରିଛନ୍ତି। ମୋଦି ସରକାରଙ୍କ ପାର୍ଶୀବାଦୀ ପଦ୍ଧତି ବିରୋଧରେ ସମସ୍ତ ପାର୍ଟି ଓ ଜନତାକୁ ମିଶି ଲଢ଼ିବା ପାଇଁ ଆହ୍ୱାନ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।

Related story