ପାରାଦୀପରେ ଚାଲିଛି କୁକୁଡ଼ା ମରା ଅଭିଯାନ

ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପରେ ବାର୍ଡ ଫ୍ଲୁ ବ୍ୟାପିବା ପରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ଗତକାଲି ପ୍ରଥମ ଦିନରେ ଦୁଇ ଶହ କୁକୁଡା ସହ ବହୁ ଅଣ୍ଡା ମାଟିରେ ପୋତାଯାଇଛି।  କାଉ ଓ କୁକୁଡା ମଡକ ପରେ ତାର ରକ୍ତ ନମୁନା ସଂଗ୍ରହ କରି ଭୋପାଳ ପରୀକ୍ଷାଗାରକୁ ପଠାଯାଇଛି। ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ ଛନକା ପଶିଛି। ବାର୍ଡ ଫ୍ଲୁକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ […]

chickenimage copy

chickenimage copy

Rakesh Mallick
  • Published: Monday, 26 February 2018
  • Updated: 26 February 2018, 09:30 AM IST

Sports

Latest News

ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପରେ ବାର୍ଡ ଫ୍ଲୁ ବ୍ୟାପିବା ପରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ଗତକାଲି ପ୍ରଥମ ଦିନରେ ଦୁଇ ଶହ କୁକୁଡା ସହ ବହୁ ଅଣ୍ଡା ମାଟିରେ ପୋତାଯାଇଛି।  କାଉ ଓ କୁକୁଡା ମଡକ ପରେ ତାର ରକ୍ତ ନମୁନା ସଂଗ୍ରହ କରି ଭୋପାଳ ପରୀକ୍ଷାଗାରକୁ ପଠାଯାଇଛି। ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ ଛନକା ପଶିଛି।

ବାର୍ଡ ଫ୍ଲୁକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ୧୦ଟି ରାପିଡ ରେସପନ୍ସ ଟିମ୍ ଗଠନ କରାଯାଇଛି। ଏମାନଙ୍କ ମଧ୍ୟରୁ ୨ଟି ସର୍ଭେଲାନ୍ସ ଟିମ୍ ଓ ୮ଟି କଲିଂ ଟିମ ଗଠନ କରାଯାଇ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳକୁ ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ବଡପଡିଆ ଅଞ୍ଚଳରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି।

ସହରର ବିଭିନ୍ନ ସ୍ଥାନରେ ସଚେତନତା ପରେ ଗତକାଲି ବିଭିନ୍ନ କୁକୁଡା ଦୋକାନ ଉପରେ ଚଢାଉ କରାଯାଇଥିଲା। ଏଥିରେ ପୌର ପ୍ରଶାସନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ସମ୍ପଦ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। କୁକୁଡାଗୁଡିକ ମରାଯିବା ସହ ଷଣ୍ଢକୁଦ ଅଞ୍ଚଳରେ ଥିବା ଡମ୍ପିଂ ୟାର୍ଡରେ ପୋତି ଦିଆଯାଇଛି। ସହରରେ ବାର୍ଡ ଫ୍ଲୁ ଯୋଗୁଁ ବିଭିନ୍ନ ଚିକେନ ସେଣ୍ଟରରେ ଚଢାଉ ସହ ବିକ୍ରି ଉପରେ ମଧ୍ୟ ରୋକ ଲଗାଯାଇଛି। ସେହିପରି ଫାଷ୍ଟଫୁଡ ଓ ହୋଟେଲମାନଙ୍କରେ ମାଂସ ବିକ୍ରି ଉପରେ ନିଷେଧାଦେଶ ଜାରି ରହିଛି  ତେବେ ଆଗକୁ ମଧ୍ୟ ଏପରି ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story