ବିରୋଧୀଙ୍କ ମୁକାବିଲା ଲାଗି ବିଜେଡିର ରଣନୀତି ପ୍ରସ୍ତୁତି

ଭୁବନେଶ୍ୱର: ଗୃହରେ ବିରୋଧୀଙ୍କ କିଭଳି ମୁକାବିଲା କରିବା ପାଇଁ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ। ଏଥିରେ ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ଇସ୍ୟୁ ଓ କେନ୍ଦ୍ରୀୟ  ଅବହେଳା ପ୍ରସଙ୍ଗ ଉଠାଇବାକୁ ସ୍ଥିର ହୋଇଛି। ସେହିପରି ଏଥର ଅଧିବେଶନରେ ଓଡ଼ିଶା ପୋଲିସ୍ ବିଲ୍, ଜମି ଆତ୍ମସାତ ନିଷେଧକ ବିଲ୍, ଆପାର୍ଟମେଣ୍ଟ ମାଲିକାନା ସଂଶୋଧନ ବିଲ୍, ଭାଟ୍ ସଂଶୋଧନ ବିଲ୍, ପୌର […]

bjd1

bjd1

Rakesh Mallick
  • Published: Monday, 17 August 2015
  • Updated: 17 August 2015, 04:46 PM IST

Sports

Latest News

ଭୁବନେଶ୍ୱର: ଗୃହରେ ବିରୋଧୀଙ୍କ କିଭଳି ମୁକାବିଲା କରିବା ପାଇଁ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ। ଏଥିରେ ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ଇସ୍ୟୁ ଓ କେନ୍ଦ୍ରୀୟ  ଅବହେଳା ପ୍ରସଙ୍ଗ ଉଠାଇବାକୁ ସ୍ଥିର ହୋଇଛି। ସେହିପରି ଏଥର ଅଧିବେଶନରେ ଓଡ଼ିଶା ପୋଲିସ୍ ବିଲ୍, ଜମି ଆତ୍ମସାତ ନିଷେଧକ ବିଲ୍, ଆପାର୍ଟମେଣ୍ଟ ମାଲିକାନା ସଂଶୋଧନ ବିଲ୍, ଭାଟ୍ ସଂଶୋଧନ ବିଲ୍, ପୌର ନିଗମ ସଂଶୋଧନ ବିଲ, ପୌର ଆଇନ ସଂଶୋଧନ ବିଲ ସମେତ ସମେତ ୯ଟି ବିଲ୍ ଆସିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୨୯ ତାରିଖରେ ସରିବ । ମୋଟ ୧୧ଟି କାର୍ଯ୍ୟଦିବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ଅଛି । ଏହା ମଧ୍ୟରେ ୯ଟି କାର୍ଯ୍ୟଦିବସରେ ସରକାରୀ ବିଲ ଉପରେ ଆଲୋଚନା ହେବ । ସେହିପରି ୨ଟି କାର୍ଯ୍ୟଦିବସରେ ବେସରକାରୀ ବିଲ ଉପରେ ଆଲୋଚନା ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story