ଓଡ଼ିଶା ପାଇଁ ଗୌରବ ଆଣିଲେ ବିଶ୍ୱଜିତ୍ ଓ ପ୍ରମୋଦ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ମାର୍ଶାଲ ଆର୍ଟରେ ଓଡ଼ିଶା ପାଇଁ ସମ୍ମାନ ଆଣିଲେ ଦୁଇ ଖେଳାଳି। ଏମାନେ ହେଲେ ଧର୍ମଗଡ଼ର ଡି. ବିଶ୍ୱଜିତ୍ ଓ ପ୍ରମୋଦ ବାଗ। ଗତ ଜାନୁଆରୀ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ବିଚ୍‌ କମ୍ବାଟ୍‌ ଗେମ୍‌ରେ ଏ ଦୁଇ ଖେଳାଳି ଭାଗ ନେଇଥିଲେ। ଏଥିରେ ବିଶ୍ୱଜିତ୍ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବେଳେ ପ୍ରମୋଦ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଜାପାନ, କୋରିଆ, ଥାଇଲ୍ୟାଣ୍ଡ ଓ […]

photo

photo

Jitendra Garnayak
  • Published: Sunday, 27 January 2019
  • Updated: 27 January 2019, 01:43 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ମାର୍ଶାଲ ଆର୍ଟରେ ଓଡ଼ିଶା ପାଇଁ ସମ୍ମାନ ଆଣିଲେ ଦୁଇ ଖେଳାଳି। ଏମାନେ ହେଲେ ଧର୍ମଗଡ଼ର ଡି. ବିଶ୍ୱଜିତ୍ ଓ ପ୍ରମୋଦ ବାଗ।

playersଗତ ଜାନୁଆରୀ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ବିଚ୍‌ କମ୍ବାଟ୍‌ ଗେମ୍‌ରେ ଏ ଦୁଇ ଖେଳାଳି ଭାଗ ନେଇଥିଲେ।

ଏଥିରେ ବିଶ୍ୱଜିତ୍ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବେଳେ ପ୍ରମୋଦ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।

ଏହି ପ୍ରତିଯୋଗିତାରେ ଜାପାନ, କୋରିଆ, ଥାଇଲ୍ୟାଣ୍ଡ ଓ ନେପାଳ ଆଦି ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇଥିଲେ।

ବିଶ୍ୱଜିତ୍ ଓ ପ୍ରମୋଦ ଗତକାଲି ଧର୍ମଗଡ଼ରେ ପହଞ୍ଚିବା ପରେ ଆଜି ସେମାନଙ୍କୁ ସାଓଲିନ୍ କୁଂଫୁ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story