ବିଜେଡି ଛାଡ଼ି କଂଗ୍ରେସରେ ମିଶିଲେ ଶତାଧିକ ମହିଳା

ବାଙ୍କୀ(ସଞ୍ଜିପ୍ କୁମାର ନାୟକ): ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଏନ୍‌ଏସିର ୧୧ ନମ୍ୱର ୱାର୍ଡର ଶତାଧିକ ମହିଳା ବିଜେଡିକୁ  ବାଏ ବାଏ କରି  କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଡ. ଦେବାଶିଷ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ଶତାଧିକ ମହିଳା କଂଗ୍ରେସରେ ମିଶିଛନ୍ତି। ବିଭିନ୍ନ ଯୋଜନା ତଥା ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ସହ ଅନ୍ୟାନ୍ୟ ଘଟଣାରେ ଟଙ୍କା ନେବା ଅଭିଯୋଗ ଆଣି ମହିଳାକାମାନେ ବିଜେଡି […]

congress

Jyoshna Pradhan
  • Published: Tuesday, 16 April 2019
  • , Updated: 16 April 2019, 06:28 PM IST

ବାଙ୍କୀ(ସଞ୍ଜିପ୍ କୁମାର ନାୟକ): ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଏନ୍‌ଏସିର ୧୧ ନମ୍ୱର ୱାର୍ଡର ଶତାଧିକ ମହିଳା ବିଜେଡିକୁ  ବାଏ ବାଏ କରି  କଂଗ୍ରେସରେ ଯୋଗ ଦେଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ଡ. ଦେବାଶିଷ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ଶତାଧିକ ମହିଳା କଂଗ୍ରେସରେ ମିଶିଛନ୍ତି। ବିଭିନ୍ନ ଯୋଜନା ତଥା ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ସହ ଅନ୍ୟାନ୍ୟ ଘଟଣାରେ ଟଙ୍କା ନେବା ଅଭିଯୋଗ ଆଣି ମହିଳାକାମାନେ ବିଜେଡି ବିରୋଧରେ ବିଷୋଦଗାର କରିଥିଲେ।

Related story