ଜେଏନୟୁ ହିଂସାକୁ ବିଜେଡି ଓ କଂଗ୍ରେସର ନିନ୍ଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ କଂଗ୍ରେସ ତୀବ୍ର ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି ଏହି ହିଂସାକାଣ୍ଡ ପାଇଁ ଉଦବେଗ ପ୍ରକାଶ କରିଥିବାବେଳେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଏଭଳି ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସକୁ ନିବେଦନ କରିବା ସହ ଆହତ ଛାତ୍ରଛାତ୍ରୀଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ବିଜେଡି ମୁଖପାତ୍ର […]

JNU STUDENT STRIKE

JNU STUDENT STRIKE

Manoranjan Sial
  • Published: Monday, 06 January 2020
  • Updated: 06 January 2020, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ କଂଗ୍ରେସ ତୀବ୍ର ନିନ୍ଦା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି ଏହି ହିଂସାକାଣ୍ଡ ପାଇଁ ଉଦବେଗ ପ୍ରକାଶ କରିଥିବାବେଳେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଏଭଳି ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସକୁ ନିବେଦନ କରିବା ସହ ଆହତ ଛାତ୍ରଛାତ୍ରୀଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ, ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଘୃଣ୍ୟ ଆକ୍ରମଣ ଘଟଣାକୁ ସେ ଦୃଢ଼ ନିନ୍ଦା କରୁଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ପୁଲିସ୍ ଏହା ଉପରେ କଠୋର ପଦକ୍ଷେପ ନେବ ବୋଲି ସେ ଆଶା କରିଛନ୍ତି। କେବଳ ଅପରାଧୀଙ୍କୁ ଗିରଫ ନୁହେଁ ଜେଏନୟୁ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସୁରକ୍ଷିତ ଓ ନିରାପଦ ବାତାବରଣ ଉପଲବ୍ଧ କରାଇବା ସହ ଆହତ ଛାତ୍ରଛାତ୍ରୀଙ୍କୁ ଆଶୁ ଆରୋଗ୍ୟ କାମନା କରିଥିଲେ।

ସେହିପରି ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଜେଏନୟୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। କଂଗ୍ରେସ ନେତା ଦେବାଶୀଷ ପଟ୍ଟନାୟକ ଓ ଜିନେଶ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗଣତନ୍ତ୍ରରେ ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଏହା ସରକାରୀ ପ୍ରାୟୋଜିତ ଆକ୍ରମଣ। ଏଥିପାଇଁ ଆରଏସଏସ ଓ ବିଜେପିକୁ କଂଗ୍ରେସ ଟାର୍ଗେଟ କରିଛି।

ଜେଏନୟୁ ଘଟଣା ସାରା ଦେଶର ଛାତ୍ର ସମାଜ ପାଇଁ ଏକ ଆହ୍ୱାନ। ଗଣତନ୍ତ୍ରରେ ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ମୋଦି ସରକାର ଏହାକୁ ଚପାଇ ଏକଛତ୍ରବାଦ ଶାସନ ଚଳାଇଛନ୍ତି। ଜାମିଆ – ଇସ୍ଲାମିଆ ଏବଂ ଜେଏନୟୁ ଘଟଣାରୁ ଭାରତୀୟ ଗଣତନ୍ତ୍ର ଘୋର ବିପଦରେ ବୋଲି ଜଣାପଡ଼ୁଛି। ମୋଦି ସରକାରର ଏଭଳି ଏକଛତ୍ରବାଦୀ ନୀତି ବିରୁଦ୍ଧରେ ଦେଶର ଓ ରାଜ୍ୟର ସୁରକ୍ଷା ପାଇଁ ଛାତ୍ର ସମାଜ ଆଗକୁ ଆସି ଏହାକୁ ବିରୋଧ କରିବା ପାଇଁ କଂଗ୍ରେସ ନିବେଦନ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story