ମୁଖ୍ୟମନ୍ତ୍ରୀଙ୍କ ଦଳ ବିଜେପୁରରେ ଗଣହତ୍ୟା କରୁଛି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଗତ ନିର୍ବାଚନ ଭଳି ବିଜେଡି ଗୁଣ୍ଡାମାନେ ହିଂସା ଭିଆଇ ଲୋକମାନଙ୍କୁ ଭୟଭୀତ କରିବା ଆରମ୍ଭ କରିଛନ୍ତି। ଗତ ୨ ଦିନ ତଳେ ସ୍ୱଚ୍ଛ ଭାରତ ମିଶନ ବିଜେପୁର ବ୍ଲକ ସଂଯୋଜକ ତରଣୀସେନ ମହଲାଙ୍କୁ ହତ୍ୟା ଘଟଣାରେ ଶାସକ ଦଳର ସମ୍ପୃକ୍ତି ରହିଛି। ଉପନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଳ ସାଧାରଣ ଲୋକଙ୍କୁ ହତ୍ୟା କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ବିଜେପି ଅଭିଯୋଗ କରିଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ […]

samir-mohanty

samir-mohanty

Manoranjan Sial
  • Published: Thursday, 17 October 2019
  • Updated: 17 October 2019, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଗତ ନିର୍ବାଚନ ଭଳି ବିଜେଡି ଗୁଣ୍ଡାମାନେ ହିଂସା ଭିଆଇ ଲୋକମାନଙ୍କୁ ଭୟଭୀତ କରିବା ଆରମ୍ଭ କରିଛନ୍ତି। ଗତ ୨ ଦିନ ତଳେ ସ୍ୱଚ୍ଛ ଭାରତ ମିଶନ ବିଜେପୁର ବ୍ଲକ ସଂଯୋଜକ ତରଣୀସେନ ମହଲାଙ୍କୁ ହତ୍ୟା ଘଟଣାରେ ଶାସକ ଦଳର ସମ୍ପୃକ୍ତି ରହିଛି। ଉପନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଳ ସାଧାରଣ ଲୋକଙ୍କୁ ହତ୍ୟା କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ବିଜେପି ଅଭିଯୋଗ କରିଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଦଳ ଆଜି ବିଜେପୁରରେ ହିଂସାକୁ ଆପଣାଇ ଗଣହତ୍ୟା କରୁଛି। ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଥିବାବେଳେ ଅନ୍ୟପଟେ ତାଙ୍କ ଦଳର ନେତାଙ୍କ ନିର୍ଦ୍ଦେଶରେ କର୍ମୀମାନେ ରାଜନୈତିକ ହିଂସା ସୃଷ୍ଟି କରି ଭୋଟ ହାତେଇବା ପାଇଁ ଅପଚେଷ୍ଟା ଚଲାଇଛନ୍ତି। ମିଥ୍ୟା ବିଲ୍କୁ ପାସ୍ ନକରିବାରୁ ତରଣୀସେନ ହତ୍ୟାର ଶିକାର ହେଲେ। ଦୁର୍ନୀତି,  ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଇଲେ ମୃତ୍ୟୁଦଣ୍ଡ ମିଳୁଛି। ଯେଉଁ ହତ୍ୟାକାରୀମାନଙ୍କୁ କଣ୍ଟ୍ରାକ୍ଟର କହି ପୁଲିସ୍ ଏସପି ଗଣମାଧ୍ୟମରେ ପ୍ରକାଶ କଲେ ସେ କିଏ? ସେ ବିଜୁ ଯୁବ ବାହିନୀର ସଦସ୍ୟ ନୁହଁନ୍ତି ତ? ସେ ଯାହା ଘରେ ରାତିରେ ଥିଲେ ମେହେର୍ ଭାଇ ସେ କିଏ ? ସେମାନଙ୍କର ପରିଚୟ କ’ଣ ଏକଥା ସ୍ପଷ୍ଟ ହେବା ଦରକାରା ସେ ଅଞ୍ଚଳରେ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ଯୋଜନା, ମହିଳାଙ୍କର ସଶକ୍ତିକରଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ କାମ ଦେଇଥିଲେ ସେମାନେ ସ୍ୱଚ୍ଛ ଭାରତ ଯୋଜନାରେ କାମ କରିବା ପାଇଁ ପ୍ରାଧିକୃତ ହୋଇଥିଲେ ନା ନାହିଁ? ଯଦି ଦେଇଥିଲେ ତେବେ ସେଠାରେ କଣ୍ଟ୍ରାକ୍ଟର କେଉଁଠୁ ଆସିଲେ? ମୁଖ୍ୟମନ୍ତ୍ରୀ କଣ ଏଭଳି ବିଜେପୁରବାସୀଙ୍କର ଦାୟିତ୍ୱ ନେଇଛନ୍ତି ? ଯେଉଁ ୫-ଟିର ଡିଣ୍ଡିମ ପିଟାଯାଉଛି ଏଠି କେଉଁ ଟାନ୍ସପରେନ୍ସି କାର୍ଯ୍ୟ କଲା? କେଉଁ ଟେକ୍ନୋଲୋଜିର ବ୍ୟବହାର ହେଲା ଯାହା ଫଳରେ ତରଣୀ ସେନଙ୍କୁ ହତ୍ୟା କରାଗଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ଗତକାଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ, ସାଂସଦ ସୁରେଶ ପୂଜାରୀ ଏବଂ ବିଜେପି ନେତୃବୃନ୍ଦ ମୃତ ତରଣୀସେନଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ବିଜେପୁରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଏପଟେ ବିଜେପି ମୃତ ତରଣୀସେନଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଓ ସରକାରୀ ଚାକିରି ସହ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story