ଫେରିଲେ ରଘୁ ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୫ବର୍ଷ ପରେ ପୁଣି ବିଜେଡିରେ ପଦବୀ ପାଇଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ବିଜେଡି ଉପସଭାପତି ଭାବେ ତାଙ୍କୁ ନିଯୁକ୍ତ  କରାଯାଇ ଥିବା ବେଳେ ଢ଼େଙ୍କାନାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଗତକାଲି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ରଘୁନାଥ ମହାନ୍ତି। ବାଲେଶ୍ୱର ଜିଲ୍ଲାର ଏହି  ଟାଣୁଆ ବିଜେଡି ନେତା ରଘୁନାଥ ମହାନ୍ତି ୨୦୧୩ରେ ବୋହୂ ବର୍ଷା  ସୋନୀ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହେବା ପରେ […]

raghunath..

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 09:05 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୫ବର୍ଷ ପରେ ପୁଣି ବିଜେଡିରେ ପଦବୀ ପାଇଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ବିଜେଡି ଉପସଭାପତି ଭାବେ ତାଙ୍କୁ ନିଯୁକ୍ତ  କରାଯାଇ ଥିବା ବେଳେ ଢ଼େଙ୍କାନାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଗତକାଲି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ରଘୁନାଥ ମହାନ୍ତି। ବାଲେଶ୍ୱର ଜିଲ୍ଲାର ଏହି  ଟାଣୁଆ ବିଜେଡି ନେତା ରଘୁନାଥ ମହାନ୍ତି ୨୦୧୩ରେ ବୋହୂ ବର୍ଷା  ସୋନୀ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହେବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବିଦା ହେବାକୁ ପଡ଼ିଥିଲା।

Related story