ଏଠି ବିଜେଡି ବିରୋଧରେ କହିବା ମନା !

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା):ରାଜ୍ୟରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ଆପଣ ସରକାର ବିରୋଧରେ କହିବେ ତେବେ ଏହା ଆପଣଙ୍କ ପ୍ରତି ଅଡ଼ୁଆ ସୃଷ୍ଟି ହୋଇପାରେ। ଆଉ ଯଦି ଆପଣଙ୍କ ମତ ବିଜେଡି ବିରୋଧୀ ହେଲା, ତା’ହେଲେ ପରିସ୍ଥିତି ଆହୁରି ସାଂଘାତିକ୍ ହୋଇପାରେ। ତେଣୁ ସରକାରଙ୍କ ବିରୋଧରେ କହିବାକୁ ଚାହୁଁଥିଲେ ସରକାରଙ୍କ ଅନୁମତି ଜରୁରି। ଏମିତି ଏକ ଅଲିଖିତ ନିର୍ଦ୍ଦେଶନାମା ରାଜ୍ୟରେ ଜାରି ହୋଇଥିବା କହିଲେ କିଛି ଭୁଲ ହେବ ନାହିଁ। କାରଣ, ବିଜେଡି ମୁଖପାତ୍ର […]

j-88

j-88

Rakesh Mallick
  • Published: Saturday, 27 October 2018
  • Updated: 27 October 2018, 07:23 PM IST

Sports

Latest News

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା):ରାଜ୍ୟରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ଆପଣ ସରକାର ବିରୋଧରେ କହିବେ ତେବେ ଏହା ଆପଣଙ୍କ ପ୍ରତି ଅଡ଼ୁଆ ସୃଷ୍ଟି ହୋଇପାରେ। ଆଉ ଯଦି ଆପଣଙ୍କ ମତ ବିଜେଡି ବିରୋଧୀ ହେଲା, ତା’ହେଲେ ପରିସ୍ଥିତି ଆହୁରି ସାଂଘାତିକ୍ ହୋଇପାରେ। ତେଣୁ ସରକାରଙ୍କ ବିରୋଧରେ କହିବାକୁ ଚାହୁଁଥିଲେ ସରକାରଙ୍କ ଅନୁମତି ଜରୁରି। ଏମିତି ଏକ ଅଲିଖିତ ନିର୍ଦ୍ଦେଶନାମା ରାଜ୍ୟରେ ଜାରି ହୋଇଥିବା କହିଲେ କିଛି ଭୁଲ ହେବ ନାହିଁ।

କାରଣ, ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ପ୍ରତାପ ଦେବ ଦେଇଥିବା ବିବୃତି ଏମିତି କିଛି କଥା ପ୍ରତି ଇସାରା କରୁଛି। ଗତ କିଛି ଦିନ ହେଲା ରାଜ୍ୟ ସରକାରଙ୍କ ବିରୋଧୀ ତଥା ରାଜ୍ୟ ସରକାରଙ୍କ ବିରୋଧରେ ମତ ରଖୁଥିବା କିଛି ନେତାଙ୍କୁ ଲଗାତାର ଆକ୍ରମଣକୁ ନେଇ ପ୍ରଶ୍ନ ହେବାରୁ ପ୍ରତାପ ଦେବ ତାଚ୍ଛଲ୍ୟ କରି ମନ୍ତବ୍ୟ ଦେଇଥିଲେ। ସରକାର ବିରୋଧୀ ବକ୍ତବ୍ୟକୁ ରଖିବାରୁ ସେମାନଙ୍କ ମୁହଁ ବନ୍ଦ କରିବାକୁ ଏଭଳି ପ୍ରୟାସ କରାଯାଉଛିକି ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ଯେଉଁମାନେ ଏମିତି ଅଭିଯୋଗ ଆଣୁଛନ୍ତି ଏହା ସେମାନଙ୍କର ମତିଭ୍ରମ ହୋଇପାରେ କିମ୍ବା ଏକ ଏହା ଏକ ରାଜନୀତିକ ଷଡ଼ଯନ୍ତ୍ର ।

ସେ କହିଥିଲେ ଯେ, “ଗଣତନ୍ତ୍ରରେ ସମସ୍ତଙ୍କର କହିବାର ଅଧିକାର ଅଛି ଏବଂ ଖୋଲାଖୋଲି ଭାବେ କହିବାର ଅଧିକାର ଅଛି। କିନ୍ତୁ ତା’ର କିଛି ନୀତି ନିୟମ ଅଛି। ଖାରବେଳଙ୍କ ସ୍ୱାଇଁଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ, ସେ ସ୍ପଷ୍ଟ ମିଛ କହୁଛନ୍ତି।  ପ୍ରତାପ କହିଛନ୍ତି ଯେ, ଖାରବେଳ ମିଟିଂ ପାଇଁ କିମ୍ବା ମାଇକ୍‌ ପାଇଁ ଯେଉଁ ଅନୁମିତି ନେବା କଥା କହୁଛନ୍ତି ତାହା ମିଛ। ସେ ସେମିତି କିଛି ପର୍‌ମିଶନ ନେଇନାହାନ୍ତି। ସେ ହଠାତ୍‌ ଆସି ଆଳି ବଜାରରେ ସାଢେ ୩ଟା ବେଳେ ପହଞ୍ଚିଲେ। ଯେତେବେଳେ ଆଳି ବଜାରରେ ସାଢେ ୩ଟା ବେଳେ କେହି ନଥାନ୍ତି। ମାଇକ୍‌ କାଢି ସେ ସରକାରଙ୍କ ବିରୋଧରେ ଏବଂ ଅଭିଜିତ୍‌ଙ୍କ କେସ୍‌କୁ ନେଇ  ଆଲୋଚନା କରିଥିଲେ। ମୁଁ ଏ ପର୍ଯ୍ୟନ୍ତ ବୁଝିପାରୁନି ଅଭିଜିତ୍‌ଙ୍କ କେସ୍‌ ଆଳି ବଜାରରେ ଆଲୋଚନା କରିବା କ’ଣ ଯଥାର୍ଥତା ରହିଛି। ଯଦି ତାଙ୍କର ସେଭଳି କିଛି ଅଲୋଚନା କରିବାର ଥିଲା ତା’ହହେଲେ ମାଷ୍ଟର କ୍ୟାଣ୍ଟିନ୍‌ ଉପରେ କରିଥାନ୍ତେ ବା ବିଧାନସଭା ପ୍ୟାନେଲରେ ତାଙ୍କୁ(ଅଭିଜିତ୍‌) ପଚରାଉଚୁରା କରାଯାଉଥିଲା ସେତେବେଳେ କହିପାରିଥାନ୍ତେ।

ସେଠି ଆଲୋଚନା କରିବାର ଏବଂ ବିନା ପରିମିଶନରେ ଖରାବେଳେ ସେଠି ପହଞ୍ଚିବାର କାରଣ କ’ଣ ? ତେବେ ତାଙ୍କୁ ମାଡ଼ ମରାଯିବା  ଅଭିଯୋଗକୁ ନେଇ ପ୍ରତାପ କହିଛନ୍ତି ତାଙ୍କୁ କେହି ମାଡ଼ ମାରି ନାହାନ୍ତି। ସେ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ତାଙ୍କ ମାଇକ୍ ଛଡ଼ାଯାଇଛି। ପରେ ସେ ଯାଇ ଧାରଣାରେ ବସିଲେ। ତାଙ୍କୁ ଲୋକେ କହିଲେ ଆପଣ ଏଠୁ ଯାଆନ୍ତୁ। ନହେଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ହେଲେ ସେ ଜିଦ୍‌ ଧରି ବସିଲେ। କହିଲେ ଯାହା ହେବା କଥା ହେଉ। ସେଉଠୁ ୪ ଜଣ ଲୋକେ ତାଙ୍କୁ ଟେକିନେଇ ତାଙ୍କ ଗାଡ଼ିରେ ବସାଇ ଦେଲେ।”

ପ୍ରତାପ ଦେବଙ୍କ ବିବୃତିକୁ ଯଦି ତର୍ଜମା କରାଯାଏ  ତେବେ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ। ପ୍ରଥମ କଥା ହେଲା,ସମ୍ବିଧାର ଧାରା ୧୯ (କ) ଦେଶର ନାଗରିକଙ୍କୁ ଅଭିବ୍ୟକ୍ତିର ସ୍ୱାଧୀନତା ଦେଇଛି । ହେଲେ ଏହି ବାକ୍ ସ୍ୱାଧୀନତା ଉପରେ ମଧ୍ୟ ଅଙ୍କୁଶ ରହିଛି। ଯଦି କାହା ପ୍ରତି କାହାର ମନ୍ତବ୍ୟ ଆପତ୍ତିଜନକ ହେଲା ବା ମର୍ଯାଦାହାନି କଲା ଭଳି ହୋଇଥାଏ ତାହା ଆଇନ୍ ବିଚାର କରିବ । କିନ୍ତୁ ବିଜୁ ଜନତା ଦଳ ନୁହେଁ।

ପ୍ରତାପ ଦେବ ଆହୁରି କହିଛନ୍ତି ଯେ, ସେ ଅଭିଜିତ୍‌ଙ୍କ କଥା ଖାରବେଳ ମାଷ୍ଟର କ୍ୟଣ୍ଟିନ୍‌ରେ କହିପାରିଥାନ୍ତେ। ଆଳିରେ କାହିଁକି କହୁଥିଲେ। ଏଠି ପ୍ରଶ୍ନ ଉଠୁଛି, ଜଣେ ବ୍ୟକ୍ତି କ’ଣ କହିବ, କାହା ଉପରେ କହିବ ଏବଂ କେଉଁଠି କହିବ, ସେଥିପାଇଁ କ’ଣ ବିଜେଡିର ପୂର୍ବ ଅନୁମତି ନେବାକୁ ପଡ଼ିବ ? ଯଦି ଖାରବେଳ ସଭା ପାଇଁ  ଅନୁମତି ନେଇ ନଥିଲେ ତେବେ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଅଛି, ପ୍ରଶାସନ ଅଛି। ହେଲେ ବିଜେଡି କର୍ମୀମାନେ ଯେ ଏହାକୁ ଆଳ କରି ଆକ୍ରମଣ କରିବେ ବା ତାଙ୍କୁ ଉଠାଇନେବେ ତାହା କେତେଦୂର ଯଥାର୍ଥ ଓ ଆଇନସଙ୍ଗତ? ପ୍ରତି କଥାରେ ଆଇନ୍‌ ତା’ବାଟରେ ଯିବା କଥା କହୁଥିବା ବିଜେଡିର ନୀତିକୁ ନିଜ ଦଳୀୟ କର୍ମୀମାନେ କେମିତି ମାନୁଛନ୍ତି, ତାହା ସେମାନଙ୍କ କାର୍ଯ୍ୟରୁ ପ୍ରମାଣ ମିଳୁଛି।  କାରଣ ଗତ କିଛିଦିନ ହେଲା ବିଜେଡି କର୍ମୀମାନେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରୁଥିବାର ପ୍ରମାଣ ଜଳ ଜଳ ହୋଇ ସାମ୍ନାକୁ ଆସିଛି।

ମୟୁରଭଞ୍ଜରେ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଅଣ୍ଡାମାଡ଼, ତାଳଚେରରେ ବୈଜୟନ୍ତ ପଣ୍ଡାଙ୍କୁ ବିଜୁ ଯୁବ ବାହିନୀର ଅପମାନ କରିବାର ଚେଷ୍ଟା  ଏବଂ ଦୁଇଦିନ ପୂର୍ବେ ଆଳି ବଜାରରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ହିଁ ବିଜେଡିର ପ୍ରତିହିଂସାପରାୟଣ ମନୋଭାବକୁ ପଦାରେ ପକାଇଛି। ଗଣତନ୍ତ୍ରରେ ଭିନ୍ନ ମତ ନରହିଲେ ଗଣତନ୍ତ୍ର ସୁଦୃଢ ହୋଇ ପାରିବ ନାହିଁ। ତେଣୁ ଗଣତନ୍ତ୍ର ପାଇଁ ଭିନ୍ନ ମତ ଅତ୍ୟନ୍ତ ଉପାଦେୟ। ସେହିପରି ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନା ପ୍ରତି ସରକାରଙ୍କର ସର୍ବଦା ଏକ ସହନଶୀଳ ମନୋଭାବ ରହିବା ଗଣତନ୍ତ୍ର ପ୍ରତି ଶୁଭଙ୍କର। ସେହିପରି ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନା ବ୍ୟକ୍ତିଗତ ସ୍ତରକୁ ଯିବା ଉଚିତ ନୁହେଁ। କିନ୍ତୁ ଗଣତନ୍ତ୍ରରେ ପ୍ରତିଷ୍ଠିତ ଶାସନ ବ୍ୟବସ୍ଥା ବିପକ୍ଷରେ ରାଜନୈତିକ ବିରୋଧଭାବ ରହିବା ସ୍ଵାଭାବିକ।

ସଂଖ୍ୟାଗରିଷ୍ଠ ଗୋଷ୍ଠୀ ସର୍ବଦା ସଂଖ୍ୟାଲଘୁ ଗୋଷ୍ଠୀଙ୍କ ମତକୁ ସମ୍ମାନ ଜଣାଇବା ଗଣତାନ୍ତ୍ରିକ ମୂଲ୍ୟବୋଧର ଅଂଶବିଶେଷ। ଏହାଦ୍ଵାରା ଗଣତନ୍ତ୍ର ଦୃଢ଼ତର ଏବଂ ସ୍ଥାୟୀ ହୁଏ। କିନ୍ତୁ ଦିନକୁ ଦିନ ବିଜେଡିର ଆଚରଣ ଦେଖିଲେ ତାହା ଦଳର ଅସହିଷ୍ଣୁ ଓ ଏକଚ୍ଛତ୍ରବାଦୀ ନୀତିକୁ ସ୍ପଷ୍ଟ କରୁଛି।

https://youtu.be/EeThcHEvTK0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story