ଲୋକଙ୍କ ଟଙ୍କାରେ ବିଜେଡି ନେତାଙ୍କ ସମର୍‌ ଭାକେସନ୍‌!

  • Published: Tuesday, 16 May 2023
  • , Updated: 16 May 2023, 01:38 PM IST

ଭୁବନେଶ୍ୱରରୁ ଉଡ଼ିଲା ପ୍ରଥମ ଦୁବାଇ ଫ୍ଲାଇଟ୍। ଚର୍ଚ୍ଚା ହେଉଛି ପ୍ରଥମ ଦିନରେ ମାଗଣାରେ ଦୁବାଇ ଟୁର କଲେ ବିଜେଡି ନେତା ଓ ମନ୍ତ୍ରୀ। ଭଲ କରି ଥରେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ। ନେତା ଏକା ନୁହେଁ ସପରିବାର ଯାଉଛନ୍ତି। କଳା ଚଷମା ଲଗାଇ ନେତାଙ୍କ ଏହି ରୂପ ଦେଖିଲେ ଆପଣ ବି କହିବେ, ଏ କୌଣସି ଏକ୍ସପୋଜର ଟୁର ନୁହେଁ ବରଂ ସମର ଭ୍ୟାକେସନ କାଟିବାକୁ ଦୁବାଇ ବାହାରିଛନ୍ତି ଆମ ଜନପ୍ରତିନିଧି।  

Related story