କଂଗ୍ରେସରେ ମିଶିଲେ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ବିଜେଡିର ନେତା ଓ କର୍ମୀ। ଭୁବନେଶ୍ୱର ସ୍ଥିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପିସିସି ସଭାପତିଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବ୍ଲକ୍ ଉପସଭାପତି ଆନନ୍ଦ ଓଝା, ବିଜୁ ଯୁବବାହିନୀ ସଦସ୍ୟ ତଥା ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ସମୟରେ ବିଜୁ ଜନତା ଦଳରେ ଜାରି ରହିଥିବା କାର୍ଯ୍ୟକ୍ରମରେ  ଅତିଷ୍ଠ ହୋଇ ଏହି ପଦକ୍ଷେପ ନେଇଥିବା ନେତାମାନେ […]

congress

Jyoshna Pradhan
  • Published: Tuesday, 16 April 2019
  • , Updated: 16 April 2019, 07:54 AM IST

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ବିଜେଡିର ନେତା ଓ କର୍ମୀ। ଭୁବନେଶ୍ୱର ସ୍ଥିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପିସିସି ସଭାପତିଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେଡି ବ୍ଲକ୍ ଉପସଭାପତି ଆନନ୍ଦ ଓଝା, ବିଜୁ ଯୁବବାହିନୀ ସଦସ୍ୟ ତଥା ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି।

ବର୍ତ୍ତମାନ ସମୟରେ ବିଜୁ ଜନତା ଦଳରେ ଜାରି ରହିଥିବା କାର୍ଯ୍ୟକ୍ରମରେ  ଅତିଷ୍ଠ ହୋଇ ଏହି ପଦକ୍ଷେପ ନେଇଥିବା ନେତାମାନେ କହିଛନ୍ତି। ତେବେ ଏହି ମିଶ୍ରଣ ଦ୍ୱାରା ଏହା କଂଗ୍ରେସ ପାଇଁ ବେଶ୍  ଭଲ ପ୍ରଭାବ ପକାଇବ ବୋଲି ନିରଞ୍ଜନ କହିଛନ୍ତି।

Related story